ଦେଢ ଶହ ଲିଟରରୁ ଉର୍ଦ୍ଧ୍ୱ ନିଶା କଫ୍‌ ସିରପ୍‌ ଜବତ

କଟକ: ଜବତ ହେଲା ଦେଢ ଶହ ଲିଟରରୁ ଉର୍ଦ୍ଧ୍ୱ ନିଶା କଫ୍‌ ସିରପ୍‌ । ନିଶା କଫ୍‌ ସିରପ୍‌ ବିକ୍ରି ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଠାରୁ ଏକ କାର୍‌ ମଧ୍ୟ ଜବତ କରିଛି କଟକ ବୟାଳିଶ ମୌଜା…

ଛୁଆ ଆଗରେ ମା’କୁ ହତ୍ୟା

କଟକ : ଯୌତୁକ ପାଇଁ ବୋହୂକୁ ହତ୍ୟା କଲେ ଶାଶୁ ଘର​‌ ଲୋକେ। ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତର ସାମନ୍ତରାପୁର ଗାଁରେ। ୬ମାସର ଛୁଆ ଆଗରେ ମା’କୁ ନିର୍ମମ ଭାବେ ହତ୍ୟା…

ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା: ୩ ଦିନିଆ ରିମାଣ୍ଡରେ ପୁରୁଷ ବନ୍ଧୁ

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କୁ ଆତ୍ମହତ୍ୟା ଘଟଣା। ପ୍ରକୃତିଙ୍କ ପୁରୁଷ ବନ୍ଧୁ ଅଦ୍ଭିକ୍‌ ଶ୍ରୀବାସ୍ତବଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଇନ୍‌ଫୋସିଟି ଥାନା ପୁଲିସ। ମୃତ୍ୟୁ ପୂର୍ବରୁ ସେ ପ୍ରକୃତିଙ୍କୁ ମାନସିକ ଅତ୍ୟାଚାର ଦେଇଥିଲେ କି ନାହିଁ ? ଆତ୍ମହତ୍ୟା…

୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ଛତିଶଗଡ : ପୁଣି ଥରେ ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି । ଘରୁ ଟାଣି ଆଣି ୨ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଗୁରୁବାର ଏହି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ…

ନେପାଳୀ ଛାତ୍ରୀ ମୃତ୍ୟୁର ଅନୁଧ୍ୟାନ କଲା ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ବର: ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା । ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ଗୃହ ବିଭାଗ ସଚିବଙ୍କ ନେତୃତ୍ବରେ ଗଠିତ ଏହି ଟିମ ଉକ୍ତ ଘରୋଇ ବିଶ୍ବବିଦ୍ୟାଳୟ ପରିସରରେ ସମ୍ପୂର୍ଣ୍ଣ ଘଟଣାର…

ଲୋଭୀ ସରପଞ୍ଚ ନିଲମ୍ବିତ

ଯାଜପୁର: ଲୋଭୀ ସରପଞ୍ଚଙ୍କୁ ପାନେ ମିଳିଛି। ଯେଉଁ ଘଟଣାକୁ କେହି ଜାଣିପାରିବେନି ବୋଲି ଏକଦା ଭାବିଥିଲେ, ପରବର୍ତ୍ତୀ ସମୟରେ ତାହା ପଦାରେ ପଡ଼ିଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଗ୍ରାମ ନନ୍ଦିପୁର ସରପଞ୍ଚ ସଂଯୁକ୍ତା ମହାନ୍ତି ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ…

ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲରେ ଜଣେ ବଡ଼ ସରକାରୀ ବାବୁ । କେନ୍ଦୁଝର ଭୂଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଲାଞ୍ଚ ନେବା ବେଳେ ଡେପୁଟି କଲେକ୍ଟର ଶରତ ଗିରିଙ୍କୁ ଭିଜିଲାନ୍ସ ଟିମ ଧରିଥିବା ଜଣାଯାଇଛି ।…

ବିଷ୍ଣୁପଦଙ୍କ ଘରେ ଦୀର୍ଘ ୧୬ ଘଣ୍ଟା ରେଡ୍ କଲା ସିବିଆଇ

ଭୁବନେଶ୍ୱର: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘର ଓ ସରକାରୀ ବାସଭବନରେ ଦିଲ୍ଲୀ ସିବିଆଇର ୮ ରୁ ୧୦ ଜଣିଆ ଟିମର ରେଡ୍‌ । ସକାଳ ୭ରୁ ତଦନ୍ତ ଆରମ୍ଭ କରିଥିଲା ସିବିଆଇ। ପ୍ରାୟ ୧୬ ଘଣ୍ଟା ଧରି ଚାଲିଥିଲା ରେଡ। ବ୍ରିଜ…

ଶାବଳରେ ପିଟି ପତ୍ନୀଙ୍କୁ ମାରିଲା ସ୍ୱାମୀ

କଟକ: କଟକ ଜିଲ୍ଲା ଚୌଦ୍ବାର ଥାନା ଅନ୍ତର୍ଗତ ଆମ୍ବିଲିଝରିରେ ଶାବଳରେ ପିଟି ପିଟି ୬୨ ବର୍ଷିୟ ପତ୍ନୀଙ୍କୁ ହତ୍ୟା କଲା ୭୨ ବର୍ଷିୟ ସ୍ୱାମୀ । ଘଟଣା ପରେ ୭୨ ବର୍ଷୀୟ ହତ୍ୟାକାରୀ ସୁବର୍ଣ୍ଣ କାଲାକୁ ଗିରଫ କରି ଶାବଳ ଜବତ…

ମୋ’ ବସ୍‌ ଦୁର୍ଘଟଣା : ଝିଅ ପରେ ମା ମୃତ

ଭୁବନେଶ୍ୱର:ଗତ ଶୁକ୍ରବାର ପାତ୍ରପଡା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଥିଲା। ଯେଉଁଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଯୁବତୀଙ୍କ ମାଆ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ପୂର୍ବରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବତୀଙ୍କ ନାଁ ରାଜକୁମାରୀ ପ୍ରଧାନ।…