ଏଣିକି ବିଦା ହେବେ ଅପାରଗ , ଅଯୋଗ୍ୟ ଅଧିକାରୀ

ଭୁବନେଶ୍ୱର: ସଚିବ ସ୍ତରୀୟ ବୈଠକରେ ଆସିଲା ବଡ଼ ନିଷ୍ପତ୍ତି। ଏଣିକି ବିଦା ହେବେ ଅପାରଗ , ଅଯୋଗ୍ୟ ଅଧିକାରୀ। ଅପାରଗ , ଅଯୋଗ୍ୟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ନିଦ୍ଦେର୍ର୍ଶ ଦିଆଯାଇଛି। ଏନେଇ ସବୁ ବିଭାଗର ପ୍ରମୁଖ ସଚିବ ଓ ACSଙ୍କୁ ଚିଠି ହୋଇଛି। GA ବିଭାଗର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜୋର୍‌ ଦେଇଛନ୍ତି। ସରକାରୀ ଅଧିକାରୀ ବା କର୍ମଚାରୀମାନଙ୍କ କାର୍ଯ୍ୟକୁ ବିଭାଗର ବିଭିନ୍ନ ସ୍ତରରେ ସମୀକ୍ଷା କରାଯିବ। ଏଥିସହିତ ସରକାରୀ କାର୍ଯ୍ୟ ଠିକ୍‌ ଭାବରେ ସମ୍ପାଦନ କରୁନଥିବା ଅପାରଗ ଏବଂ ଆଯୋଗ୍ୟ ଅଧିକାରୀ ବା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ନିର୍ଦେଶ ଦିଆଯାଇଛି। ଠିକ ସମୟରେ ଅଫିସ ଆସିବା ଉପରେ ବି ଗୁରୁତ୍ୱାରୋପ କରାଯାଇଛି। ତେବେ ଜୁଲାଇ ୩୧ ସୁଦ୍ଧା ଖାଲି ପଦବୀର ତଥ୍ୟ ଦେବାକୁ ନିର୍ଦେଶ ଦିଆଯାଇଛି।

ଅନ୍ୟପଟେ ବଢ଼ିବ ପ୍ରାଶାସନିକ ଅଧିକାରୀଙ୍କ ଦକ୍ଷତା। ସବୁ ବିଭାଗରେ ନିଯୁକ୍ତ ହେବେ ଏଷ୍ଟାବ୍ଲିସମେଣ୍ଟ ଅଫିସର। ସତନ୍ତ୍ର ବା ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱ ମିଳିବ। ବଦଳି, ନିଯୁକ୍ତି, ପେନସନ, କାର୍ଯ୍ୟାନୁଷ୍ଠାନ କରିବେ ଅଧିକାରୀ।

  • Garvita Odia

    Related Posts

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ଭୁବନେଶ୍ବର: ରାଜ୍ୟ ସରକାର କ୍ୟାବିନେଟ୍‌ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ, ଶକ୍ତି, ରାଜସ୍ବ , ଗୃହ…

    ବରିଷ୍ଠ ନାଗରିକ ତୀର୍ଥ ଯୋଜନା: ସାମିଲ ହେବେ ୮ ହଜାର ଯାତ୍ରୀ

    ଭୁବନେଶ୍ବର : ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥ ଯୋଜନାର ଆରମ୍ଭ ହେବ । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହା ରାଜ୍ୟ ପର୍ୟ୍ୟଟନ ବିଭାଗ ଏବଂ ଆଇଆରସିଟିସିର ମିଳିତ ସହଭାଗିତାରେ…

    Leave a Reply

    Your email address will not be published. Required fields are marked *

    You Missed

    ବନ୍ଦ ବେଳେ ଫସିଲା ଦୁଇଟି ଆମ୍ବୁଲାନ୍ସ

    ବନ୍ଦ ବେଳେ ଫସିଲା ଦୁଇଟି ଆମ୍ବୁଲାନ୍ସ

    ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି

    ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି

    ସୌମ୍ୟାଶ୍ରୀ ମୃତ୍ୟୁ ମାମଲା: ପୁଲିସକୁ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ

    ସୌମ୍ୟାଶ୍ରୀ ମୃତ୍ୟୁ ମାମଲା: ପୁଲିସକୁ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ

    ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

    ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

    ସିରିୟା ପ୍ରତିରକ୍ଷା ମୁଖ୍ୟାଳୟ ଉପରେ ଇସ୍ରାଏଲର ଆକ୍ରମଣ

    ସିରିୟା ପ୍ରତିରକ୍ଷା ମୁଖ୍ୟାଳୟ ଉପରେ ଇସ୍ରାଏଲର ଆକ୍ରମଣ

    ଓଡ଼ିଶା ଆସିପାରନ୍ତି ପ୍ରିୟଙ୍କା

    ଓଡ଼ିଶା ଆସିପାରନ୍ତି ପ୍ରିୟଙ୍କା