ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଗର୍ଭସ୍ଥ ଶିଶୁ ମୃତ

କୁଜଙ୍ଗ: ଜଗତସିଂହପୁରଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଜଣାଯାଇଛି।କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଜଣାଯାଇଛି। ପୀଡ଼ିତା ଜଗତସିଂହପୁର ସଦର ମହକୁମା ମେଡିକାଲରେ ଭର୍ତ୍ତି ହୋଇଥିବାର ସୂଚନା ରହିଛି। ଏଣେ ଏହି ଘଟଣାର ତଦନ୍ତ କରୁଛି କୁଜଙ୍ଗ ଥାନା ପୁଲିସ।
ପୀଡ଼ିତା ଜଗତସିଂହପୁର ସଦର ମହକୁମା ମେଡିକାଲରେ ଭର୍ତ୍ତି ହୋଇଥିବାର ସୂଚନା ରହିଛି। ଏଣେ ଏହି ଘଟଣାର ତଦନ୍ତ କରୁଛି କୁଜଙ୍ଗ ଥାନା ପୁଲିସ।

  • Garvita Odia

    Related Posts

    ଘୂର୍ଣ୍ଣିବଳୟ: ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷା

    ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି…

    ବର୍ଷା; ଭଦ୍ରକ ଜିଲାର ୪ଟି ବ୍ଲକରେ ସ୍କୁଲ ଛୁଟି

    ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଦିନକ ପାଇଁ ଭଦ୍ରକ ଜିଲାର ୪ଟି ବ୍ଲକରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଭଦ୍ରକ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତିହିଡି, ଧାମନଗର, ବାସୁଦେବପୁର, ଚାନ୍ଦବାଲି ବ୍ଲକର ସମସ୍ତ ବିଦ୍ୟାଳୟ ଆଜି ଛୁଟି ଘୋଷଣା କରାଯାଇଛି…

    Leave a Reply

    Your email address will not be published. Required fields are marked *

    You Missed

    ଘୂର୍ଣ୍ଣିବଳୟ: ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷା

    ଘୂର୍ଣ୍ଣିବଳୟ: ଆଜି ଏହି ସବୁ ଜିଲାରେ  ପ୍ରବଳ ବର୍ଷା

    ବର୍ଷା; ଭଦ୍ରକ ଜିଲାର ୪ଟି ବ୍ଲକରେ ସ୍କୁଲ ଛୁଟି

    ବର୍ଷା; ଭଦ୍ରକ ଜିଲାର ୪ଟି ବ୍ଲକରେ ସ୍କୁଲ ଛୁଟି

    ଆଜି ଉତକ୍ଷେପଣ ହେବ ଉପଗ୍ରହ ନିସାର

    ଆଜି ଉତକ୍ଷେପଣ ହେବ ଉପଗ୍ରହ ନିସାର

    ୩୦ କୋଟିର ମାରିଜୁଆନା ଜବତ

    ୩୦ କୋଟିର ମାରିଜୁଆନା ଜବତ

    ବିଶ୍ୱର କୌଣସି ନେତା ଅପରେସନ ବନ୍ଦ କରିବାକୁ କହି ନାହାଁନ୍ତି

    ବିଶ୍ୱର କୌଣସି ନେତା ଅପରେସନ ବନ୍ଦ କରିବାକୁ କହି ନାହାଁନ୍ତି

    ୨୨ ଏପ୍ରିଲର ପ୍ରତିଶୋଧ ୨୨ ମିନିଟ୍‌ରେ ନେଇଛୁ- ମୋଦି

    ୨୨ ଏପ୍ରିଲର ପ୍ରତିଶୋଧ ୨୨ ମିନିଟ୍‌ରେ ନେଇଛୁ- ମୋଦି