ନବ ଦାସଙ୍କ ଲିଙ୍କ୍‌ରେ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଘରେ ଆଇଟି ରେଡ୍

ସୁନ୍ଦରଗଡ଼ : ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ଲିଙ୍କ୍‌ରେ ତାଙ୍କ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଘରେ ଆଇଟି ରେଡ୍। ଗୁରୁବାର ସକାଳ ୮ଟାରେ ସୁନ୍ଦରଗଡ଼ ମିଶନ ରୋଡ୍‌ରେ ରହୁଥିବା ବିଶିଷ୍ଟ କୋଇଲା ଟ୍ରାନ୍ସପୋର୍ଟର ସଞ୍ଜୟ ନନ୍ଦଙ୍କ ବାସଭବନ ଓ ଅଫିସରେ ଆୟକର ବିଭାଗ ଚଢାଉ ଆରମ୍ଭ କରିଛି। ସ୍ଵର୍ଗତ ନବ ଦାସଙ୍କ ସହ ସଞ୍ଜୟ ନନ୍ଦ ମିଳିତ ଭାବେ କୋଇଲା ଟ୍ରାନ୍ସପୋର୍ଟ ବ୍ୟବସାୟ କରୁଥିଲେ। ଏହା ପୂର୍ବରୁ ଆଇଟି ବିଭାଗ ସଞ୍ଜୟ ନନ୍ଦଙ୍କ ଘରେ ଚଢ଼ାଉ କରିଥିଲା। ହେଲେ କୌଣସି ଅନିୟମିତତା ହୋଇଥିବା ପ୍ରମାଣ ନପାଇ ଚାଲିଯାଇଥିଲା। ଏବେ ପୁଣି ଥରେ ଆଇଟି ବିଭାଗ ଚଢାଉ କରିଛି।
ସୂଚନାନୁଯାୟୀ, ଆୟକର ଫାଙ୍କିବା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଘରେ ଆଇଟି ରେଡ୍ କରିଛି। ଗୁରୁବାର ସକାଳ ୫ଟାରୁ ଦେଶର ୨୦ରୁ ଅଧିକ ସ୍ଥାନରେ ଚଢାଉ ଚାଲିଛି। ୨୦ଟି ଟିମ୍‌ରେ ୧୦୦ରୁ ଅଧିକ ଅଧିକାରୀ ରେଡ୍ କରୁଛନ୍ତି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଭୁବନେଶ୍ଵର, କଟକ, ପୁରୀ, ଓ ଦିଲ୍ଲୀରେ ଚଢାଉ ଚାଲିଛି।

  • Garvita Odia

    Related Posts

    ଯୋଗ ଶିକ୍ଷୟିତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ

    କେନ୍ଦ୍ରାପଡା : ରାତି ଅଧରେ ଘରେ ପଶିଲେ । ମାରଣାସ୍ତ୍ର ଦେଖାଇ ଯୋଗ ଶିକ୍ଷୟିତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି ।କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି କ୍ଷ ଦୁଷ୍କର୍ମର ଶିକାର ହୋଇଥିବା ଯୋଗ ଶିକ୍ଷୟିତ୍ରୀ…

    ୫୩ ଲକ୍ଷ ହଡ଼ପ, ପୂର୍ବତନ ପିଇଓ ଗିରଫ

    ଦାରିଙ୍ଗବାଡ଼ି: ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ ଅକୃର ମାଝୀ ଗିରଫ । ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି ଅକୃର । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସରମୁଳି ପଞ୍ଚାୟତର ପୂର୍ବତନ ପିଇଓ ହେଉଛନ୍ତି ଅକୃର ମାଝୀ…

    Leave a Reply

    Your email address will not be published. Required fields are marked *

    You Missed

    ମୋଦି ଆସି ତାଙ୍କ ସରକାର କଥା କହିବେ, ନୂଆ କଥା କିଛି ନାହିଁ:ଦେବୀ ମିଶ୍ର

    ମୋଦି ଆସି ତାଙ୍କ ସରକାର କଥା କହିବେ, ନୂଆ କଥା କିଛି ନାହିଁ:ଦେବୀ ମିଶ୍ର

    ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

    ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

    ଜନତା ମୈଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

    ଜନତା ମୈଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

    ରାଜ୍ୟକୁ ୧୯ ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ

    ରାଜ୍ୟକୁ ୧୯ ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ

    ନବୀନ ଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି କାର୍ୟ୍ୟକ୍ରମ ହୁଏ: ଦେବୀ ମିଶ୍ର

    ନବୀନ ଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି କାର୍ୟ୍ୟକ୍ରମ ହୁଏ: ଦେବୀ ମିଶ୍ର

    ଓଡିଶା ଆସିବେ ରାହୁଲ ଗାନ୍ଧୀ

    ଓଡିଶା ଆସିବେ ରାହୁଲ ଗାନ୍ଧୀ