ପ୍ରକଳ୍ପ ଅଛି କିନ୍ତୁ ପିଲାଙ୍କ ପରିସ୍ରା ଠାରୁ କମ ଆସୁଛି ପାଣି:ତାରା

ଭୁବନେଶ୍ୱର: ବିଧାନସଭାରେ ବୋରିଗୁମ୍ମାରେ ୨୦୧୬ ଓ ୧୭ ଜଳ ପ୍ରକଳ୍ପ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ପ୍ରକଳ୍ପ ଅଛି କିନ୍ତୁ ପିଲାଙ୍କ ପରିସ୍ରା ଠାରୁ କମ ଆସୁଛି ପାଣି କିନ୍ତୁ ଆଜି ଯାଏଁ ସରିନି ପ୍ରକଳ୍ୁ କାମ । ୯୮ ପ୍ରତିଶତ ବିଲ ନେଇ ସାରିଛି ଠିକାଦାର କମ୍ଫାନୀ ।
କିନ୍ତୁ କାମ ଶୂନ୍ୟ ଏବେ ଯାଏଁ କମ୍ଫାନୀ ବିରୋଧରେ କୌଣସି ଆକ୍ସନ ନିଆଯାଉନାହିଁ ତାହା ବର୍ତ୍ତମାନ ଚିନ୍ତା ଜନକ ବିଷୟ । ଏହି ପ୍ରଶ୍ନର ଉତ୍ତର ରଖି ପଂଚାୟତରାଜମନ୍ତ୍ରୀ କହିଛନ୍ତି ବହୁତ କମ ସମୟ ମଧ୍ୟରେ ବୋରିଗୁମ୍ମା ବ୍ଲକରେ ଠିକାଦାର କମ୍ଫାନୀ କାମ କରିଥିଲେ । ଏହି କାମର ବର୍ତ୍ତମାନ ସୁଦ୍ଧା କଣ ରହିଛି ପରିମାଣ ତାହା ଏହି ମାସର ଶେଷ ସୁଦ୍ଧା ନିଷ୍ପତ୍ତି ନିଆଯିବ। କାମରେ ଭୁଲ ଥିଲେ ତାହା ଉପରେ କାଯ୍ୟାନୁଷ୍ଠାନ ନିଆଯିବ ।

  • Related Posts

    ଅପରେସନ ସିନ୍ଦୂରରେ ପାକିସ୍ତାନର ୫ଟି ଯୁଦ୍ଧ ବିମାନକୁ ଖସାଇଛି ବାୟୁସେନା

    ନୂଆଦିଲ୍ଲୀ: ଭାରତର ଏସ-୪୦୦ ମିଜାଇଲ ସିଷ୍ଟମ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ୫ଟି ଯୁଦ୍ଧ ବିମାନକୁ ଖସାଇ ଦେଇଛି ବୋଲି ଭାରତୀୟ ବାୟୁସେନା ମୁଖ୍ୟ ଏ.ପି. ସିଂହ କହିଛନ୍ତି। ଏହାବ୍ୟତୀତ ଗୋଟିଏ ଏୟାରବୋର୍ନ ଅର୍ଲି ଓ୍ବାର୍ଣ୍ଣିଂ ଆଣ୍ଡ କଂଟ୍ରୋଲ/ଇଲେକଟ୍ରୋନିକ ଇଣ୍ଟେଲିଜେନ୍ସ (ଏଇଡବ୍ଲ୍ୟୁଆଣ୍ଡସି/ଇଏଲଆଇଏନଟି)…

    ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ

    ଭୁବନେଶ୍ୱର: ଏଥର ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟର ୧୧୫ଟି ସହରାଞ୍ଚଳରେ ଶତାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହେବ। ଏଥିପାଇଁ ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଭିନ୍ନ ବିଭାଗର ମନ୍ତ୍ରୀ, ବିଧାୟକ,…

    Leave a Reply

    Your email address will not be published. Required fields are marked *

    You Missed

    ଅପରେସନ ସିନ୍ଦୂରରେ ପାକିସ୍ତାନର ୫ଟି ଯୁଦ୍ଧ ବିମାନକୁ ଖସାଇଛି ବାୟୁସେନା

    ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ

    ଉତ୍ତରପ୍ରଦେଶ ବିଧାନସଭାରେ ପ୍ରବେଶ କଲା ଏଆଇ

    ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ୭ମୃତ

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ