ବାଲେଶ୍ୱର ପ୍ରତି ଉପେକ୍ଷା କରାଯାଇଛି:ନବଜ୍ୟୋତି

ଭୁବନେଶ୍ଵର, : ପୁରୀ ପୌରପାଳିକାକୁ ମହାନଗର ନିଗମ ଘୋଷଣା କଲେ ହେଲେ ବାଲେଶ୍ଵରକୁ କାହିଁକି ଉପେକ୍ଷା ? ଏମିତି କହି ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ। ସେ କହିଛନ୍ତି ଯେ, ବାଲେଶ୍ୱର ପ୍ରତି ଉପେକ୍ଷା କରାଯାଇଛି। ମଧ୍ୟ ଓଡ଼ିଶାରୁ ଭୁବନେଶ୍ୱର, କଟକ ଏବଂ ପୁରୀକୁ ମହାନଗର ନିଗମ ଭାବରେ ପରିଗଣିତ କରାଯାଇଛି। ସେହିଭଳି ପଶ୍ଚିମ ଓଡ଼ିଶାରେ ସମ୍ବଲପୁର ରାଉରକେଲା ଅନ୍ୟପଟେ ଦକ୍ଷିଣ ଓଡ଼ିଶାରୁ ବ୍ରହ୍ମପୁରକୁ ମଧ୍ୟ ମହାନଗର ନିଗମ ମାନ୍ୟତା ମିଳିସାରିଛି। ତେବେ ଉତ୍ତର ଓଡ଼ିଶାରୁ ବାଲେଶ୍ୱରକୁ କାହିଁକି ଏତେ ଅବହେଳା ପଦର୍ଶନ କରଯାଉଛି।

କଂଗ୍ରେସ ନେତା ନବଜ୍ୟୋତି କହିଛନ୍ତି ଯେ, ବାଲେଶ୍ୱର ଏକ ସଂସ୍କୃତି ଏବଂ ବାଣିଜ୍ୟିକ କ୍ଷେତ୍ର ଭାବରେ ପରିଚିତ। ତେବେ କାହିଁକି ବାଲେଶ୍ୱରକୁ ମହାନଗର ନିଗମର ମାନ୍ୟତା ଦିଆଯାଇ ନାହିଁ। ବାଲେଶ୍ୱର ବିଧାୟକ ଏବଂ ସାଂସଦ ଉଭୟ ବିଜେପି ଦଳର। ତାହେଲେ ସେମାନେ ତାଙ୍କର ଉତ୍ତର ଦାଇତ୍ୱ କାହିଁକି ତୁଲାଉ ନାହାଁନ୍ତି। ତେଣୁ ଆମର ସରକାରଙ୍କୁ ପ୍ରଶ୍ନ ବାଲେଶ୍ୱରକୁ କେବେ ମହାନଗର ନିଗମର ମାନ୍ୟତା ମିଳିବ।

ସୂଚନା ଥାଉକି, ସରକାର ପୁରୀକୁ ମହାନଗର ନିଗମ ଘୋଷଣା କରିଛନ୍ତି। ଏହାସହ ପୁରୀରେ ଜଗନ୍ନାଥ ମ୍ୟୁଜିୟମ ପ୍ରତିଷ୍ଠା ହେବା ନେଇ କହିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ବାହୁଡ଼ା ଯାତ୍ରା ନେଇ ସାମ୍ବାଦିକ ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

  • Related Posts

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ବ୍ରହ୍ମପୁର:ଶନିବାର ଠାରୁ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ବ୍ରହ୍ମପୁରରେ ପହଞ୍ଚି ସେଠାରେ ଅଧିଷ୍ଠାତ୍ରୀ ଦେବୀ ମା’ ବୁଢୀ ଠାକୁରାଣୀଙ୍କ ଦର୍ଶନ କରିଛନ୍ତି। ଏଥିସହ ସକଳ ଜନ ମାନସର ସ୍ୱାସ୍ଥ୍ୟର ସମୃଦ୍ଧି…

    ୧୮ରେ ବରଗଡ଼ ଠାରେ ବିଜେଡିର ବିରାଟ ଚାଷୀ ସମାବେଶ

    ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରଙ୍କ ଗତ ୧୩ ମାସର ଶାସନ ସମୟରେ ଚାଷୀକୂଳର ସ୍ୱାର୍ଥକୁ ଅଣଦେଖା କରିଛନ୍ତି, ଯେଉଁଥିପାଇଁ ଚାଷୀ ଭାଇମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି ଓ ସରକାରଙ୍କ ଏହି ଚାଷୀ ମାରଣ ନୀତିକୁ ବିରୋଧ କରି ଆସନ୍ତା ୧୮…

    Leave a Reply

    Your email address will not be published. Required fields are marked *

    You Missed

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨  ମୃତ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ  ସୁଭଦ୍ରା