ରାଜଧାନୀରେ ବାଇକ୍ ପାର୍କିଂକୁ ନେଇ ହଣାକଟା

ଭୁବନେଶ୍ୱର: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଭୁବନେଶ୍ୱର ଧଉଳି ଥାନା ଲିଙ୍ଗିପୁର ଛକ ନିକଟରେ ଖଣ୍ଡା ବୁଲିଛି । ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ…

ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୫ ବନ୍ଧୁକ ବେପାରୀ

ଭୁବନେଶ୍ବର: ରାଜଧାନୀ ପାଲଟିଛି ବନ୍ଧୁକ ବେପାରର ହବ୍ । ରାଜଧାନୀ ଉପକଣ୍ଠରେ ହେଉଥିଲା ବନ୍ଧୁକ ବେପାର ପାଇଁ ଡିଲ୍ । ଡିଲ୍‌ରେ ସାମିଲ ହୋଇଥିଲା କମିସନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍ । ୫୦ ହଜାରରେ ଗୋଟିଏ ପିସ୍ତଲ କିଣିବା ପାଇଁ ପୋଲିସ…

ସ୍ତ୍ରୀକୁ ହାଣି ହତ୍ୟାକଲା ସ୍ବାମୀ

କୁଚିଣ୍ଡା: ଘରୋଇ କଳହର କରୁଣ ପରିଣତି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟାକଲା ସ୍ବାମୀ । ଅଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡପୋଷ ଫାଣ୍ଡି ଅନ୍ତର୍ଗତ ମୁଣ୍ଡଲେଷା ଗାଁରେ । ସୂଚନାଯୋଗ୍ୟ ଯେ, ଗୁରୁବାର…

ପୁଣି ଥରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ସରକାରୀ ବାବୁ

ସମ୍ବଲପୁର: ଆକ୍ସନ ମୋଡରେ ଭିଜିଲାନ୍ସ । ପୁଣି ଥରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ସରକାରୀ ବାବୁ । ଲାଞ୍ଚ ନେବା ଏହି ସରକାରୀ ବାବୁଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି । ଭିଜିଲାନ୍ସ ବିଭାଗର ବାରମ୍ବାର ଧରପଗଡ଼ ସତ୍ତ୍ୱେ ସୁଧୁରୁ ନାହାନ୍ତି…

ବ୍ୟାଙ୍କ ଡକାୟତି:୭ ଲକ୍ଷ ୫୨ ହଜାର ଟଙ୍କା ଲୁଟ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକରେ ବଡ଼ଧରଣର ବ୍ୟାଙ୍କ ଡକାୟତି। ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଥିବା ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରୁ ଡକାୟତି ହୋଇଛି। ବ୍ୟାଙ୍କର ୪ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୭ ଲକ୍ଷ ୫୨ ହଜାର ଟଙ୍କା…

ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ

ମାଲକାନଗିରି : ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ । ମନୀଷଙ୍କୁ ଜାମିନ ପ୍ରଦାନ କଲେ ମାଲକାନଗିରି SDJM କୋର୍ଟ । ୫୦ ହଜାର ଟଙ୍କାର ୨ଟି ମୁଚାଲିକା ବଦଳରେ ତାଙ୍କୁ ଜାମିନ ମିଳିଛି । ପିଏ ଦେବନାରାୟଣ…

ପୁରୀରେ ସେବାୟତଙ୍କୁ ହତ୍ୟା

ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରା ଚାଲିଥିବା ବେଳେ ପୁରୀରେ ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା କରାଯାଇଛି। ଗୁଡ଼ିଆସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଜଗନ୍ନାଥ ଦୀକ୍ଷିତ (୮୩)। ଟାଉନ୍‌ ଥାନା ଅଧୀନ ଗୁଡ଼ିଆସାହିରେ ମହାପ୍ରଭୁଙ୍କ ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ…

୯ ଜୁଆଡ଼ି ଗିରଫ

ଭୁବନ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବ୍ରାହ୍ମଣିଆ ଗାଁ ନିକଟରେ ଜୁଆ ଆଡ୍ଡା ଉପରେ ପୋଲିସର ବଡ଼ ଧରଣର ଚଢ଼ାଉ । ଚଢ଼ାଉରେ ୯ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଭୁବନ ଥାନା ଗୁଜୁରିହାଟର ଅମିତ…

ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମଥୁରା ଗ୍ରାମରେ ଯୁବକଙ୍କୁ ଆକ୍ରମଣ । ଖଣ୍ଡାରେ ହାଣି ଆକ୍ରମଣ ଅଭିଯୋଗ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମଥୁରା ଗ୍ରାମର ରୁଦ୍ର ପ୍ରସାଦ ସେଠୀ…

ଧର୍ମଗଡ଼ ଉପଜିଲ୍ଲାପାଳ ଗିରଫ

କଳାହାଣ୍ଡି: ଧର୍ମଗଡ଼ ଉପ-ଜିଲ୍ଲାପାଳ ଧୀମାନ ଚକମା ଗିରଫ । ୨୦୨୧ ବ୍ୟାଚ ଆଇଏଏସ୍‌ ଧୀମାନ ଚକମା ଗିରଫ କରିଛି ଭିଜିଲାନ୍ସ । ଧୀମାନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଧରିଥିଲା ଭିଜିଲାନ୍ସ । ତେବେ ଧୀମାନ ଚକମାଙ୍କୁ…