ଗୋଷ୍ଠୀ ବିବାଦ :ପାଟିତୁଣ୍ଡରୁ ଫୁଟିଛି ଗୁଳି
ରାଉରକେଲା: ପୁଣି ଅଶାନ୍ତ ଷ୍ଟିଲ ସିଟି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପାଟିତୁଣ୍ଡରୁ ଫୁଟିଛି ଗୁଳି । ଜୀବନ ବଞ୍ଚାଇବାକୁ ଯାଇ ଯୁବକ ପଶି ଗଲେ ଢ଼ାବାରେ । ଅଳ୍ପକେ ବର୍ତ୍ତିଗଲେ ଯୁବକ । ଗୁଳିକାଣ୍ଡ ଘଟିଛି ରାଉରକେଲା ରଘୁନାଥ…
ରାଉରକେଲା: ପୁଣି ଅଶାନ୍ତ ଷ୍ଟିଲ ସିଟି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପାଟିତୁଣ୍ଡରୁ ଫୁଟିଛି ଗୁଳି । ଜୀବନ ବଞ୍ଚାଇବାକୁ ଯାଇ ଯୁବକ ପଶି ଗଲେ ଢ଼ାବାରେ । ଅଳ୍ପକେ ବର୍ତ୍ତିଗଲେ ଯୁବକ । ଗୁଳିକାଣ୍ଡ ଘଟିଛି ରାଉରକେଲା ରଘୁନାଥ…
ଭୁବନେଶ୍ବର: ଲୋୟର ପିଏମଜିରେ ପୁଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏହି କାରଣରୁ ଏଠାରେ ଉତ୍ତେଜନା ଦେଖାଯାଇଛି। ଉତ୍ତେଜନା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ ଜଣ ପୁଲିସ କର୍ମଚାରୀ…
ଜଟଣୀ: ଭିଜିଲାନ୍ସ ଜାଲରେ ଜଟଣୀ ପୌରପାଳିକା କାର୍ୟ୍ୟନିର୍ବାହୀ ଅଧିକାରୀ ସୂର୍ୟ୍ୟମଣି ପାଟ୍ଟଯୋଶୀ। ଆଜି ବଡ଼ି ଭୋରରୁ ତାଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୌରପାଳିକା କାର୍ୟ୍ୟନିର୍ବାହୀ ଅଧିକାରୀ ସୂର୍ୟ୍ୟମଣି…
ଭୁବନେଶ୍ୱର: ପୁଣିଥରେ ରାଜା ଚକ୍ରଙ୍କ ଘରେ ଚଢାଉ । ଟଙ୍କା ହେରଫେର ଘଟଣାରେ ରାଜାଙ୍କ ଘରେ ଇଓଡବ୍ଲ୍ୟୁ ଚଢାଉ କରିଛି । ବହୁ ଚର୍ଚ୍ଚିତ ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡିଙ୍ଗ୍ ଏଜେନ୍ସିରେ ଟଙ୍କା ହେରଫେର ଘଟଣାରେ ରାଜାଙ୍କ ଘରେ ଚଢଉ ହୋଇଛି ।…
ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ୍ରେ ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଭିତରକୁ ବନ କର୍ନଚାରୀ ଏବଂ ଏସଟିପିଏଫ ଯାଇଥିବା ବେଳେ ଦୁଇ ରାଉଣ୍ଡ ଗୁଳିମାଡ଼ କଲେ ଶିକାରୀ । ବନ କର୍ମଚାରୀଙ୍କ ଫାଙ୍କା ଗୁଳି ଚାଳନାରେ ୪…
ସୋର :ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ୧୦ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଓ ଟଙ୍କା। ଗତକାଲି ବିଳମ୍ବିତ ରାତିରେ ସିମୁଳିଆ ଥାନା ଅନ୍ତର୍ଗତ ବାଟି ପଂଚାୟତ ବଣଗଡିଆ ଗାଁରେ ବ୍ୟବସାୟୀ ଆନନ୍ଦ ବେହେରାଙ୍କ ଘରେ ୫ରୁ ୬ ଦୁର୍ବୃତ୍ତ…
ବରଗଡ଼: ବୁର୍ଲା ନିକଟ ହୀରାକୁଦ ଜଳଭଣ୍ଡାର ଫିସରି ପଏଣ୍ଟ ଜଙ୍ଗଲରୁ ରବିବାର ଜଣେ ନାବାଳିକାଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ ଉଦ୍ଧାର କରିଛି ପୁଲିସ୍ । ନାବାଳିକାକୁ ଘରୁ ଅପହରଣ କରି ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ହତ୍ୟାରେ…
ଗଜପତି: ବିଷାକ୍ତ ଛତୁଆ ଖାଇ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ରାମଗିରିରେ। ଦୁଇ ଭଉଣୀ ତୁଳସୀ ବଡମୁଣ୍ଡି(୬)ଏବଂ ଗୁଣବତୀ ବଡମୁଣ୍ଡି (୩) ମୃତ୍ୟୁ ବରଣ କରିଥିବା ବେଳେ ବାପା ଏବଂ ବଡ ଭଉଣୀଙ୍କ…
କଟକ: ପୁଲିସ ହାତରେ ସେକ୍ସଟର୍ସନ ସର୍ଦ୍ଦାର । ଦିଲ୍ଲୀରୁ ଉଠାଇ ଆଣିଲା କଟକ କମିଶନନେଟର ସ୍ବତନ୍ତ୍ର ଟିମ୍ । ଜଣେ ନାଇଜେରିଆନ ଯୁବକକୁ ଦିଲ୍ଲୀରୁ ଗିରଫ କରିବା ପରେ ଟ୍ରାନଜିଟ୍ ରିମାଣ୍ଡରେ ଆଣିଲା ପୁଲିସ । ଅଭିଯୁକ୍ତ ପାଖରୁ ମିଳିଲା ଗୁରୁତ୍ବପୂର୍ଣ୍ଣ…
ବାରିପଦା: ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମୟୂରଭଂଜ ଗସ୍ତ ଶେଷ ହେଲା ପରେ କାଳବୈଶାଖୀରେ କ୍ଷତିଗ୍ରସ୍ତର ସାମ୍ନା କରିଥିବା ଲୋକମାନେ କାରକେଡ୍ରେ ନିୟୋଜିତ ଥିବା ଗାଡ଼ି ଉପରକୁ ଢ଼େଲାମାଡ଼ ସହିତ ଉତ୍ତେଜନା ସୃଷ୍ଟି କରିଛନ୍ତି। ମୟୂରଭଂଜ ଜିଲ୍ଲା…