ଲୋକସେବା ଭବନରେ ପୋଲିସ ଡିଜି
ଭୁବନେଶ୍ବର: ଆଜି ପୁରା ନବ ଦାସଙ୍କ ପରିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି । ଏହି ଆଲୋଚନାରେ ଭାଗ ନେବାକୁ ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଡିଜି ଲୋକସେବା ଭବନରେ ପହଂଚିଛନ୍ତି । ଏଭଳି ମୁଖ୍ୟମନ୍ତ୍ରୀ ଓ ଦୁଇଜଣ…
ନବ ଦାସ ହତ୍ୟା ଘଟଣା: ହସ୍ପିଟାଲ ଓ ବିମାନବନ୍ଦରରେ କ୍ରାଇମ୍ବ୍ରାଞ୍ଚ ଟିମ୍
ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡର ପୁଣି ତଦନ୍ତ କରୁଛି କ୍ରାଇମ୍ବ୍ରାଞ୍ଚ । ଗତକାଲି ନବ ଦାସଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ ଆଜି ଝାରସୁଗୁଡ଼ା ହସ୍ପିଟାଲ ଓ ବିମାନବନ୍ଦରରେ ପହଞ୍ଚି ପଚରାଉଚୁରା କରୁଛି କ୍ରାଇମ୍ବ୍ରାଞ୍ଚ ଟିମ୍ ।…
କୋର୍ଟରେ ହାଜର ହେଲେ ରାଜା ଚକ୍ର
ବାଲେଶ୍ଵର: କୋର୍ଟରେ ହାଜର ହେଲେ ରାଜା ଚକ୍ର। କ୍ରାଇମବ୍ରାଞ୍ଚ ଆଜି ଓପିଆଇଡି କୋର୍ଟରେ ରାଜା ଚକ୍ରଙ୍କୁ ହାଜର କରିଛି। ଗତକାଲି କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା। ଗତ ୧୩ ତାରିଖରେ ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ…
ଗୋଷ୍ଠୀ ସଂଘର୍ଷ, ୩ ମୁଣ୍ଡ ମୃତ
ଗଞ୍ଜାମ: ଖାରିପଲ୍ଲୀ ଗାଁରେ ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ ଏବଂ ଏହି ଗୋଷ୍ଠୀ ସଂଘର୍ଷରେ ୩ଜଣଙ୍କ ମୃତ୍ୟୁ ହୋଇଛି। ୩ ମୃତକଙ୍କ ମଧ୍ୟରେ ବାପା ଓ ପୁଅ ଅଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଗଞ୍ଜାମ ଜିଲାର ଖାରିପଲ୍ଲୀ ଗାଁ…
ହଂସିତା ଏବଂ ଅନିଲଙ୍କୁ ଜାମିନ
କଟକ: ହଂସିତା ଅଭୀଲିପ୍ସା ଏବଂ ତାଙ୍କ ସହଯୋଗୀ ଅନିଲ ମହାନ୍ତିଙ୍କୁ ସୋମବାର କୋର୍ଟରୁ ମିଳିଛି ଜାମିନ। ହାଇକୋର୍ଟ ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପାସପୋର୍ଟ ସରେଣ୍ଡର କରିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ତେବେ ୫୦ ହଜାର ଟଙ୍କାର ଜଣେ…
ଭିଜିଲାନ୍ସ ହାତରେ ଆକାଉଣ୍ଟାଣ୍ଟ
ଭୁବନେଶ୍ଵର: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ୟ୍ୟାଳୟର ଆକାଉଣ୍ଟାଣ୍ଟ ମହମ୍ମଦ ଫିରୋଜ ଖାନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଆକାଉଣ୍ଟାଣ୍ଟ ଫିରୋଜ ଖାନଙ୍କୁ ଧରିଛି ଭିଜିଲାନ୍ସ। ସ୍କୁଲ ୟୁନିଫର୍ମ ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀଠାରୁ…
୬୪ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି: ମାଲକାନଗିରି ସୀମାନ୍ତ ତେଲଙ୍ଗାନା ଭଦ୍ରାଦି କତାଗୁଡ଼େମ ଜିଲାରେ ୬୪ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। କତାଗୁଡ଼େମ ଜିଲାର ଆଇଜି ଚନ୍ଦ୍ରଶେଖର ରେଡ୍ଡୀଙ୍କ ନେତୃତ୍ବରେ ପୁଲିସ ଓ ସିଆର୍ପିଏଫ୍ର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ମିଳିତ ଭାବେ ଚାଲିଥିବା ମାଓ ଦମନ…
ସ୍ତ୍ରୀକୁ ପିଟିପିଟି ହତ୍ୟା
ବାଙ୍ଗିରିପୋଷି:ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଲାମୁଣ୍ଡାକଟା ପଞ୍ଚାୟତ ସିମିଳା ଗାଁରେ ପାରିବାରିକ ଅସନ୍ତୋଷରୁ ସ୍ତ୍ରୀକୁ ପିଟିପିଟି ହତ୍ୟା। ମୃତ ମହିଳା ଜଣକ ହେଉଛନ୍ତି କୁନି ମୁଣ୍ଡା (୩୬) ଏବଂ ଅଭିଯୁକ୍ତ ସ୍ୱାମୀ ଦୋରା ମୁଣ୍ଡା(୪୪) ବୋଲି ଜଣାପଡ଼ିଛି । ଦୋରା…
ଗୁଳିକାଣ୍ଡରେ ଯୁବକ ମୃତ
କଟକ: କଟକ ୪୨ ମୌଜା ଅଞ୍ଚଳରେ ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଗତସିଂହପୁର ଜିଲ୍ଲା ବିରାଙ୍ଗ ଅଞ୍ଚଳର ବିକାଶ ମହାନ୍ତି ହୋଇଥିବା ଜଣାପଡ଼ିଛି । ଶ୍ରୀକୃଷ୍ଣ ବିହାର ଅଞ୍ଚଳରେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି । ପୂର୍ବ…
ହୋଲିରେ ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ କାକା
ଭୁବନେଶ୍ୱର:ଜଳେଶ୍ବର ଥାନା ଅନ୍ତର୍ଗତ ବଡସାହି ବାଲିଆପାଳ ଗ୍ରାମରରେ ହୋଲିରେ ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ କାକା। କୁକର୍ମ କରି ଫେରାର ହୋଇଯାଇଛି ଅଭିଯୁକ୍ତ। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଶନିବାର ଅପରାହ୍ନରେ…