ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କାଳିମେଳା: ମାଲକାନଗିରି ଜିଲ୍ଲାରେ ଆଜି ଏକ ଅଭବାନୀୟ ଘଟଣା ସାମ୍ନାକୁ ଆସିଛି। କାଲିମେଳା ଥାନା ଅଞ୍ଚଳରେ ଦୁଇ ଜଣ ବିଦ୍ୟାଳୟର ଛାତ୍ରୀଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନେ ହେଲେ ଏମ୍ଭି୭୨ ପ୍ରାଥମିକ ନୋଡାଲ ବିଦୟାଳୟର ଦୁଇ ଛାତ୍ରୀ ମନ୍ଦିରା…
ଯୁବକଙ୍କ ତଣ୍ଟି କାଟିଦେଲା ଦୁର୍ବୃତ୍ତ:ଅଭିଯୁକ୍ତ ଗିରଫ
ପୁରୀ: ତାସ୍ ଖେଳରେ ହାର୍ ଜିତକୁ ନେଇ ତୁମୁଳକାଣ୍ଡ। ଯୁବକଙ୍କ ତଣ୍ଟି କାଟିଦେଲା ଦୁର୍ବୃତ୍ତ। ୨ ଦିନ ତଳେ ପୁରୀ ଜିଲ୍ଲା ନିମାପଡ଼ା ଏନଏସି ଅନ୍ତର୍ଗତ ପାଟପୁର ଜୈନାବାଦ ମଲ୍ଲିକ ସାହି ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୋଲିସ ଅଭିଯୁକ୍ତକୁ…
ଜୟଦେବ ଜେନାଙ୍କୁ ହତ୍ୟା ଧମକ
ଭୁବନେଶ୍ବର:କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ । ଫୋନ ଯୋଗେ ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ । ୫୦ ଲକ୍ଷ ଦିଅ ନଚେତ କିଛି ବ ହୋଇପାରେ ବୋଲି ମିଳିଛି ଧମକ ।…
ବାରବାଟୀରେ ଟିକେଟ ପାଇଁ ଠେଲାପେଲା
କଟକ : ବାରବାଟୀ ବ୍ୟାଟେଲର କ୍ରେଜ୍ ଭିତରେ ଟିକେଟ୍ ଖଣ୍ଡିଏ ପାଇବା ପାଇଁ ଭିଡ଼ ଭିତରେ ଜଣେ ଯୁବକ ଅଚେତ ହୋଇ ପଡିଥିବାର ମଧ୍ୟ ସୂଚନା ଆସୁଛି । ସ୍ଥିତି ଏମିତି ଉପୁଜିଛି ଯେ ଚାଲି ଚାଲି ଟିକେଟ୍ ଆଣିବାକୁ ଯାଇଥିବା…
ଭିଜିଲାନ୍ସ ପଞ୍ଝାରେ ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ
ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉପ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି। ଜୟପୁର, ମାଲକାନଗିରି, କଟକ ଏବଂ ଭୁବନେଶ୍ୱର ସମେତ ୯ଟି ସ୍ଥାନରେ…
ପୂର୍ବତନ ଜିଲାପାଳଙ୍କ ବିରୋଧରେ ଏନବିଡବ୍ଲ୍ୟୁ
ମାଲକାନଗିରି : ମାଲକାନଗିରି ଜିଲାର ପୂର୍ବତନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଏନବିଡବ୍ଲ୍ୟୁ) ଜାରି ହୋଇଛି। ମାଲକାନଗିରି ଏସଡିଜେଏମ କୋର୍ଟ ମନୀଷ ଏବଂ ଅନ୍ୟ ୩ ଜଣଙ୍କ ବିରୋଧରେ ଏହି ଏନବିଡବ୍ଲ୍ୟୁ ଜାରି କରିଛନ୍ତି। ସୂଚନା ଅନୁସାରେ,…
ଫ୍ୟାନ୍ରେ ଝୁଲି ପଡିଲେ ଦମ୍ପତି
ବ୍ରହ୍ମବରଦା: ବେକରେ ରଶି ଲଗାଇ ଫ୍ୟାନ୍ରେ ଝୁଲି ପଡିଲେ ଦମ୍ପତି । ମୃତକ ବିଜୟ ରାଉତ (୬୦) ଓ ତାଙ୍କ ସ୍ତ୍ରୀ ପଦ୍ମିନୀ (୫୫) ବୋଲି ଜଣା ପଡ଼ିଛି । ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅର୍ଥଙ୍ଗା ପଞ୍ଚାୟତ କୋଠା ସାହି…
ଛାତ୍ରକୁ ଛୁରୀ ଭୁସି ଦେଲେ ଅଣଛାତ୍ର
ଜୟପୁର : ଛାତ୍ରକୁ ଛୁରୀ ଭୁସି ଦେଲେ ଏକାଧିକ ଅଣଛାତ୍ର । ଗୁରୁତର ଅବସ୍ଥାରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତ ଛାତ୍ର ଜଣଙ୍କୁ ଭର୍ତ୍ତି କରାଯାଇଛି। ଗୁରୁତର ଛାତ୍ର ଜଣଙ୍କ ହେଲେ ରାମଚନ୍ଦ୍ର ମାଢୀ । ସେ ଜୟପୁର…
ଓକିଲଙ୍କୁ ଏସିଡ୍ ମାଡ଼ ଘଟଣା, ୨ ଗିରଫ
ଭୁବନେଶ୍ୱର: ଆଇନଜୀବୀ ପି.ରାମାରାଓଙ୍କ ଘରେ ପଶି ଏସିଡ୍ ମାଡ ଘଟଣା । ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡିର ଡି.ଭେଙ୍କଟ ରାଓ ଏବଂ ବିଶାଖାପାଟଣାର ଡି. ସତୀଶ କୁମାର । ମାମଲାର ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଅତି…
ପ୍ରେମିକକୁ ପାଇବାକୁ ପରିବାରକୁ ନିଶା ଦେଇ ନାବାଳିକା ଯୁବତୀ ଫେରାର
ଯାଜପୁର : ପ୍ରେମ ଆଗରେ ପରିବାରର ଭଲ ପାଇବା ତୁଚ୍ଛ ପାଲଟିଲା । ପ୍ରେମିକକୁ ପାଇବାକୁ ବାପା ମା’ଙ୍କ ସ୍ନେହ ଭୁଲିଗଲା ନାବାଳିକା ଯୁବତୀ । ନିଶା ଦେଇ ଘରୁ ଫେରାର ହୋଇଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି…