ନାଣ୍ଡୁ ବାବୁଙ୍କ ନାଁରେ ପୁଣି ଏତଲା
ଭୁବନେଶ୍ବର: ତୁଳସୀ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ଅଭିଯୋଗ। ଅଭିଯୋଗ କଲେ ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ। ବକେୟା ଟଙ୍କା ମାଗିବାରୁ ମାଡ଼ ମାରିଥିବା ଅଭିଯୋଗ। ବାଲିଆପାଳ ଯାତ୍ରା କ୍ୟାମ୍ପରେ ମାଡ଼ ମାରିବା ସହ ଗାଡ଼ି ପୋଡ଼ିଦେଇଥିବା ଅଭିଯୋଗ।…
ସାମ୍ବାଦିକଙ୍କୁ ମାଡ଼ ଘଟଣା, ୪ ଗିରଫ
ବଲାଙ୍ଗୀର : ବଲାଙ୍ଗୀରରେ ହାତଗୋଡ଼ ବାନ୍ଧି ସାମ୍ବାଦିକଙ୍କୁ ମାଡ଼ ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରି ବଲାଙ୍ଗୀର ପୋଲିସ । ଗିରଫ ବ୍ୟକ୍ତିଙ୍କ ନାମ ଅବିନାଶ ଦଳାଇ, ଆଦିତ୍ୟ ଜେନା, ଗୁମର ନାୟକ, ଗଜେନ୍ଦ୍ର ଦଳାଇ ବୋଲି ଜଣାପଡିଛି…
ଦୁର୍ଘଟଣାଗ୍ରସ୍ତ କାର୍ରୁ ବନ୍ଧୁକ ଜବତ
ବିନିକା :ଦୁର୍ଘଟଣାଗ୍ରସ୍ତ କାର୍ରୁ ଏକ ବନ୍ଧୁକ ଜବତ କରି ପୋଲିସ । ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇ ନୂଆବସ୍ତି ନିକଟରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା କାର୍ । ଯାହାଫଳରେ କାର୍ରେ ଥିବା ତିନି ଜଣ ଗୁରୁତର ହୋଇଛନ୍ତି…
ଭୁବନେଶ୍ବର ମେୟରଙ୍କ ବିରୋଧରେ ଥାନାରେ ଏତଲା
ଭୁବନେଶ୍ବର: ତେଜୁଛି ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ବିରୋଧରେ ସ୍ୱର। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସପକ୍ଷରେ ମନ୍ତବ୍ୟ ଦେଇଥିବାରୁ ଥାନାରେ ପହଞ୍ଚିଲା ମାମଲା । ମେୟରଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଆଞ୍ଚଳିକ ସୁରକ୍ଷା ମଞ୍ଚ କର୍ମକର୍ତ୍ତା । ମେୟର ବାଂଲାଦେଶୀଙ୍କୁ ତଡ଼ିବା…
ଘର ଭିତରୁ ମିଳିଲା ଯୁବକଙ୍କ ମୃତଦେହ
ଆସିକା : ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଠାବ। ଗଞ୍ଜାମ ଜିଲ୍ଲା ଆସିକା-ଧରାକୋଟ ଥାନା ପୋଡ଼ା ପଲ୍ଲୀ ଗାଁରୁ ମିଳିଛି ଯୁବକଙ୍କ ମୃତଦେହ । ମୃତ ଯୁବକ ଜଣଙ୍କ ହେଲେ କବିସୂର୍ୟ୍ୟନଗର ଥାନା ବାଲ୍ୟସରା ଗାଁର ସୀମାଞ୍ଚଳ ପୋଲାଇ ।…
ପାକିସ୍ତାନ ସପକ୍ଷରେ ନାରା ଦେଇ କଟକର ଦୁଇ ଯୁବକ ଗିରଫ
କଟକ: ପାକିସ୍ତାନକୁ ସମର୍ଥନ କରିବା ପଡ଼ିଲା ମହଙ୍ଗା । ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇ ଫସିଲେ କଟକର ଦୁଇ ଯୁବକ ।ଭାରତ-ପାକିସ୍ତାନ ଉତ୍ତେଜନାମୂଲକ ପରିସ୍ଥିତି ଭିତରେ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇ ଭିଡ଼ିଓ ରେକର୍ଡ଼ କରିବା ସହ ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପରେ…
କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଟକ: କଟକ ଚୌଦ୍ଵାର ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଜେଲ୍ ପରିସରରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ କଏଦୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଟାଙ୍ଗୀ ଜରିପଡ଼ାର ବିଷ୍ଣୁପ୍ରସାଦ ସ୍ଵାଇଁ ଏବଂ ସେ ହତ୍ୟା ମାମଲାରେ…
ବେଆଇନ ଖଣି ଖନନର ତଦନ୍ତ ପାଇଁ ଏସଆଇଟି ଗଠନ
କଟକ: ବେଆଇନ ଖଣି ଖନନର ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଗଠନ କଲା ସ୍ଵତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି)। ଏହି ଏସଆଇଟି ବେଆଇନ ଖଣି ଖନନ ନେଇ ତଦନ୍ତ ଆରମ୍ଭ କରିଥିବା ଭିଜିଲାନ୍ସ ସେଲ୍ ଏସପି ଏମ ରାଧାକ୍ରିଷ୍ଣ ସୂଚନା ଦେଇଛନ୍ତି। ରାଜ୍ୟ…
ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଟ୍ୟୁସନ ସାରଙ୍କୁ ୨୦ ବର୍ଷ ଜେଲ୍
ଝାରସୁଗୁଡ଼ା: ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ଟ୍ୟୁସନ ସାର ଦୋଷୀ ସାବ୍ୟସ୍ତ ହୋଇଛି। ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ କମ ସ୍ୱତନ୍ତ୍ର କୋର୍ଟ…
କନିଷ୍ଠ ଯନ୍ତ୍ରୀ ଗିରଫ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଆର୍ ଆଣ୍ଡ ବିର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର, ପିପିଲି ଓ ନୂଆପଡ଼ା ସମେତ ସୁଶାନ୍ତ ସେଠୀଙ୍କ ୮ଟି ଠିକଣାରେ ଗତକାଲି ଏକକାଳୀନ ଚଢ଼ଉ…