୫ ଟନ୍‌ରୁ ଅଧିକ ଗୋ ମାଂସ ଜବତ

ଭୁବନେଶ୍ୱର: ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା ଗୋମାଂସ । ଶିଂଲା ଥାନା ପୁଟୁରା ଛକ ନିକଟରୁ ଗୋ ମାଂସ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କଲା ପୋଲିସ । ଘଟଣା ସ୍ଥଳରୁ ଫେରାର ହେଲା ଡ୍ରାଇଭର । ଉକ୍ତ ଗାଡିରେ ୫…

କଳାଧନ ପ୍ରସଙ୍ଗ: ତ୍ୱରିତ ଶୁଣାଣି ଜରୁରୀ – ଜଷ୍ଟିସ ଅରିଜିତ ପଶାୟତ

ଭୁବନେଶ୍ୱର: କେବଳ କଳାଧନକୁ ଠାବ କରିବା ଯଥେଷ୍ଟ ନୁହେଁ, ବରଂ ଆଇନ ଅଦାଲତରେ ସେ ସମ୍ପର୍କିତ ମାମଲାର କିପରି ତ୍ୱରିତ ଶୁଣାଣି ହୋଇ ପାରିବ ତା ଉପରେ ତଦନ୍ତକାରୀ ସଂସ୍ଥା ମାନେ ଗୁରୁତ୍ୱ ଦିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ତଦନ୍ତକାରୀ…

ଜୟା ଢ଼ାବାଠାରୁ ୧ କିଲୋମିଟର ପର୍ୟ୍ୟନ୍ତ ୧୬୩ ଧାରା ଜାରି

ଭୁବନେଶ୍ୱର: ମଟନ୍ ନାଁରେ ଗୋମାଂସ କାରବାର ଅଭିଯୋଗ ଘଟଣା । ପୁରୀ ସାକ୍ଷୀଗୋପାଳର ବିବାଦୀୟ ଜୟା ଢ଼ାବା ନିକଟରେ ୧୬୩ ଧାରା ଜାରି କରିଛି ପ୍ରଶାସନ । ସାକ୍ଷୀଗୋପାଳ କଲେଜ ଛକଠାରୁ ୧ କିଲୋମିଟର ପରିଧି ପର୍ୟ୍ୟନ୍ତ ପ୍ରଶାସନ ୧୬୩ ଧାରା…

ରାଜଧାନୀରେ ଏନକାଉଣ୍ଟର

ଭୁବନେଶ୍ୱର: ଗତକାଲି ରାତିରେ ରାଜଧାନୀରେ ଏନକାଉଣ୍ଟର ହୋଇଛି । ବଡ଼ଗଡ଼ ଅଞ୍ଚଳରେ ଏଟିଏମ ଲୁଟ୍ ବେଳେ ଲୁଟେରା ଓ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଛି । ପୁଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର ହୋଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ…

ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର: ହରିପୁର ଗାଁରେ ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ । ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସକୁ ଖଣ୍ଡାରେ ହାଣିଲେ ନିଜର ଦୁଇ ପୁତୁରା । ହତ୍ୟା ପରେ ବୋମା ଫୁଟାଇ ଫେରାର ହୋଇଗଲେ ହତ୍ୟାକାରୀ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା…

ଯୁୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ମୋହନା : ଅଡ଼ବା ଥାନା କଟାମା ପାଣି ଟାଙ୍କି ନିକଟରୁ ଜଣେ ଯୁୁବକଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ଅଡ଼ବା ଥାନା କଟାମା ପାଣି ଟାଙ୍କି ନିକଟରୁ ଜଣେ ଯୁୁବକଙ୍କ ମୃତଦେହ ପଡ଼ିଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ…

ବୃଦ୍ଧଙ୍କୁ ଗଳାକାଟି ହତ୍ୟା

ଯାଜପୁର: ଯାଜପୁର ରୋଡ ମିଲିଟାରି ଛକ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଜଣେ ବୃଦ୍ଧଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପରିତ୍ୟକ୍ତ ଘରେ ବୃଦ୍ଧଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ…

୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ

ରାଉରକେଲା: ଚାନ୍ଦିପୋଷ ଷ୍ଟେସନ ନିକଟ ପରିତ୍ୟକ୍ତ କ୍ୟାବିନରେ ୭ ବର୍ଷର ନାବାଳିକାଙ୍କୁ ବସ ହେଲ୍ପର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରିବାର ସଦସ୍ୟଙ୍କ ଲିଖିତ ଏତଲା ଆଧାରରେ ଚାନ୍ଦିପୋଷ ପୁଲିସ ମାମଲା ରୁଜୁ କରିଛି । ନାବାଳିକାଙ୍କୁ ରାଉରକେଲା ସରକାରୀ…

ଏଟିଏମ ଲୁଟ୍ ଘଟଣା: ୬ ଗିରଫ

ଭୁବନେଶ୍ବର : ଓଲଡ ଟାଉନ ଲିଙ୍ଗରାଜ ଅଞ୍ଚଳର ଶ୍ରୀରାମନଗରରେ ଏସବିଆଇ ଏଟିଏମ୍ ଲୁଟ ଘଟଣାର କମିସନରେଟ ପୋଲିସ ପର୍ଦ୍ଦାଫାସ କରିଛି। ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ଏକ ଲକ୍ଷ ୭୦ ହଜାର ଟଙ୍କା ପୋଲିସ ଜବତ୍ କରିଛି…

ପ୍ରଧାନ ଶିକ୍ଷକଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ: ସରକାରୀ ଅର୍ଥ ହଡପ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ୪ ବର୍ଷ ଜେଲ । ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜଣେ ଅଭିଯୁକ୍ତଙ୍କୁ ୪ ବର୍ଷ ସଶ୍ରମ ଜେଲଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜରିମାନା…