ଆପାର୍ଟମେଣ୍ଟ ଲୁଟେରାକୁ ଏନକାଉଣ୍ଟର
ଭୁବନେଶ୍ବର: ଆପାର୍ଟମେଣ୍ଟ ଲୁଟେରାକୁ ଏନକାଉଣ୍ଟର। ପ୍ରଥମ ଥର ପାଇଁ ରାଜ୍ୟ ବାହାର ଲୁଟେରାକୁ ଏନକାଉଣ୍ଟର କରିଛି କମିଶନରେଟ ପୁଲିସ। ଏନକାଉଣ୍ଟରରେ ଜଣେ ଗୁରୁତର ହୋଇଥିବାବେଳେ ଏହି ଗ୍ୟାଙ୍ଗର ଅନ୍ୟ ୪ ସଦସ୍ୟ ଖସି ଯାଇଥିବା ଜଣା ପଡ଼ିଛି। ଏନକାଉଣ୍ଟରରେ ଗୁରୁତର ହୋଇଛନ୍ତି…
ପୁଅକୁ ହାଣିଲା ବାପା
ରେଢ଼ାଖୋଲ: କୁରାଢ଼ିରେ ପୁଅକୁ ହାଣିଲା ବାପା । ରେଢ଼ାଖୋଲ ଥାନା କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ ଘୁଙ୍ଗୀନାଳିରେ ଘଟିଛି ଘଟଣା । ପାରିବାରିକ କଳହକୁ ନେଇ ନୃଶଂସ ଭାବେ ପୁଅକୁ ହାଣିଛି ବାପା । ନିଜ ଜନ୍ମ କଲା ପୁଅକୁ ନିର୍ମମ ଭାବେ…
ଟ୍ରକ୍ ଧକ୍କାରେ ଡିଏସ୍ପିଙ୍କ ସମେତ ୨ ମୃତ
ଯାଜପୁର: ଟ୍ରକ୍ ଧକ୍କାରେ ଡିଏସ୍ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ଯାଜପୁର ଜିଲ୍ଲାରେ କାର୍ୟ୍ୟରତ ଡିଏସ୍ପି ଅଛନ୍ତି। ସେ…
ସହଦେବ ନାୟକ ହତ୍ୟାକାଣ୍ଡ : ଆତ୍ମସମର୍ପଣ କଲା ମୁଖ୍ୟଅଭିଯୁକ୍ତ
ଭୁବନେଶ୍ୱର: ସହଦେବ ନାୟକ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ରମା ନାୟକ ଗିରଫ । ମୁଖ୍ୟ ଅଭିଯୁକ୍ତ ରମା ନାୟକ ଥାନାରେ ଆତ୍ମସମର୍ପଣ କରିଛି । ଆତ୍ମସମର୍ପଣ ପରେ ଗିରଫ କଲା ପୋଲିସ । ଆଜି ଦିନ ୧୧ ରେ ଥାନାରେ…
ପ୍ରଶ୍ନପତ୍ର ଲିକ୍ ଘଟଣା, ୫ ଗିରଫ
ଭୁବନେଶ୍ୱର: ମାଟ୍ରିକ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଘଟଣା । ଘଟଣାରେ ପରେ କଟକ ସାଇବର ଥାନା ପୋଲିସର ବଡ଼ କାର୍ୟ୍ୟାନୁଷ୍ଠାନ । ଜଣେ ଶିକ୍ଷକଙ୍କ ସହ ୫ ଜଣଙ୍କୁ ଗିରଫ କଲା କଟକ ସାଇବର ଥାନା ପୋଲିସ ।…
ବିଦ୍ୟୁତ ଖୁଣ୍ଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଟକ: ବିଦ୍ୟୁତ ଖୁଣ୍ଟରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ରାଣୀହାଟ ତାଳଦଣ୍ଡା କେନାଲ କୂଳ ରାସ୍ତାରେ ଥିବା ଏକ ବିଦ୍ୟୁତ ଖୁଣ୍ଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ…
ମାଡ଼ିଗଲା ମୋ ବସ୍ , ମହିଳା ମୃତ
ଭୁବନେଶ୍ବର: ଶୁକ୍ରବାର ବିଳମ୍ବିତ ରାତ୍ରିରେ ମୋ ବସ୍ ଦୁର୍ଘଟଣା ଏବେ ରାଜଧାନୀ ବାସୀଙ୍କୁ ଆତଙ୍କିତ କରିଛି । ଭୁବନେଶ୍ବର ପାତ୍ରପଡା ନିର୍ମାଣଧିନ ଫୁଟ ଓଭର୍ ବ୍ରିଜ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ରାସ୍ତା କଡରେ ଅପେକ୍ଷାରତ ଲୋକଙ୍କ ଉପରକୁ ମୋ…
ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ଭୁବନେଶ୍ୱର: ପାରିବାରିକ କଳହର କରୁଣ ପରିଣତି । ବେକରେ ରଶି ଲଗାଇ ଝୁଲି ପଡ଼ିଲେ ଯୁବକ । ମୃତକ ଏକତାଳୀ ଗ୍ରାମର ଉପେନ୍ଦ୍ର ସାମଲଙ୍କ ପୁଅ ଉମାକାନ୍ତ ବୋଲି ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମରେ…
ମହିଳାଙ୍କ ଗଳାକାଟି ହତ୍ୟା
କଟକ: ଦିନ ଦ୍ୱିପ୍ରହରରେ ମହିଳାଙ୍କୁ କଟୁରୀରେ ହାଣି ବିଭତ୍ସ ହତ୍ୟା କରାଯାଇଛି । କଟକ ପୋତାପୋଖୋରି ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ପାଣି ଟାଙ୍କି ନିକଟରେ ଥିବା ବସ୍ତି ଭିତରେ ମହିଳାଙ୍କୁ କଟୁରୀରେ ହାଣି ହତ୍ୟା କରିଛନ୍ତି ତାଙ୍କ ପଡୋଶୀ…
ଛାତ୍ରଙ୍କଠାରୁ ଲାଞ୍ଚ ନେଇ ବନ୍ଧା ହେଲେ କନିଷ୍ଠ କିରାଣି
ଦେବଗଡ଼: ଲାଞ୍ଚ ନେବା ବେଳେ ମହିଳା କନିଷ୍ଠ କିରାଣିଙ୍କୁ ଧରିଲା ଭିଜିଲାନ୍ସ। ଏହି ମାମଲାରେ ଦେବଗଡ଼ ମହାବିଦ୍ୟାଳୟର କନିଷ୍ଠ କିରାଣି ମଞ୍ଜୁଳା ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ। ସାର୍ଟିଫିକେଟ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦେବଗଡ଼…