ଜୁନ୍‌ରେ ସରିବ ରାସନ କାର୍ଡ E-KYC

ଭୁବନେଶ୍ୱର : ଜୁନ୍‌ରେ ସରିବ ରାସନ କାର୍ଡ E-KYC ପ୍ରକ୍ରିୟା । ଏଥିରୁ ବାଦ୍‌ ପଡିପାରନ୍ତି ୨୦ ଲକ୍ଷ ହିତାଧିକାରୀ । ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ହିତାଧିକାରୀ E-KYC କରିଛନ୍ତି । ଯେଉଁମାନେ E-KYC କରିନାହାନ୍ତି ସେମାନଙ୍କୁ ବାଦ୍‌ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୧୩ ବର୍ଷ ଧରି ନୂଆ ରାସନ କାର୍ଡ ଦିଆଯାଉନଥିଲା । ନୂଆ ସରକାର ଆସିଲା ପରେ ୧୭ ଲକ୍ଷ ଆବେଦନ ଆସିଥିଲା । ୬ ଲକ୍ଷ ରାସନ କାର୍ଡ ଏବଂ ଦିଆଚାଲିଛି । ବାକି ଆଉ ୧୫ ଲକ୍ଷ କାର୍ଡ ଆପ୍ରୁଭ ସରିଛି । କେବଳ ବ୍ଲକ ଅଫିସ ନୁହେଁ ଜନ ସେବା କେନ୍ଦ୍ରରେ ଅନ୍‌ଲାଇନ୍‌ ଆବେଦନ ହେଉଛି । ନୂଆ ସରକାରଙ୍କୁ ଉପରେ ଆସ୍ଥା ଥିବାରୁ ଭିଡ଼ ହେଉଛି ।ଭିଡ଼କୁ ଦେଖି ଆବଶ୍ୟକ ପଦେକ୍ଷପ ନିଆଯିବ ।

  • Garvita Odia

    Related Posts

    ବିଦ୍ୟୁତ୍ ଆଘାତରେ ବୃଦ୍ଧା ମୃତ

    ରାୟଗଡ଼ା: ଆଜି ସକାଳେ ଓଦା ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧା ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ ବୃଦ୍ଧା ହେଲେ ରାୟଗଡ଼ା ସହର ଗାନ୍ଧୀ ନଗର ଦ୍ଵିତୀୟ ଲେନରେ ବାସ କରୁଥିବା କେ.ଭାରତୀ(୬୨)। ଭାରତୀ ରବିବାର ଭୋର୍…

    ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ବନ୍ୟାଜଳ

    ଆଠଗଡ଼: କଟକ ମୁଣ୍ଡଳୀରେ ପହଞ୍ଚିଲା ବନ୍ୟା ଜଳ। ହୀରାକୁଦର ବନ୍ୟାଜଳ ପହଞ୍ଚିଲା କଟକ ମୁଣ୍ଡଳୀରେ। ହୀରାକୁଦରୁ ଆସୁଛି ଏହି ବନ୍ୟାଜଳ। ଆଜି ସକାଳ ୭ ଟା ସୁଦ୍ଧା ମୁଣ୍ଡଳୀରୁ ୩ ଲକ୍ଷ ୮୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ହୀରାକୁଦରୁ…

    Leave a Reply

    Your email address will not be published. Required fields are marked *

    You Missed

    ଗାଡ଼ି ବ୍ୟାନ୍ ଉପରେ ନୂଆ ଫର୍ମୂଲା ଆଣିଲେ ମୁଖ୍ୟମନ୍ତ୍ରୀ

    ଗାଡ଼ି ବ୍ୟାନ୍ ଉପରେ ନୂଆ ଫର୍ମୂଲା ଆଣିଲେ ମୁଖ୍ୟମନ୍ତ୍ରୀ

    ବିଦ୍ୟୁତ୍ ଆଘାତରେ ବୃଦ୍ଧା ମୃତ

    ବିଦ୍ୟୁତ୍ ଆଘାତରେ ବୃଦ୍ଧା ମୃତ

    ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ବନ୍ୟାଜଳ

    ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ବନ୍ୟାଜଳ

    ମନ୍ କି ବାତ୍‌:ମୟୂରଭଞ୍ଜ ଓ କେନ୍ଦୁଝର କଥା କହିଲେ

    ମନ୍ କି ବାତ୍‌:ମୟୂରଭଞ୍ଜ  ଓ କେନ୍ଦୁଝର କଥା କହିଲେ

    ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

    ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

    ବିପଦ ସଙ୍କେତ ଉପରେ ବୋହୁଛି ଜଳକା, ବୈତରଣୀ

    ବିପଦ ସଙ୍କେତ ଉପରେ ବୋହୁଛି ଜଳକା, ବୈତରଣୀ