ଏନକାଉଣ୍ଟର: ଲତିଫ ଭଟ୍‌ ନିହ ନିହତ

ଶ୍ରୀନଗର : ବୁଧବାର ସକାଳେ ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ- ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ଲସ୍କର-ଏ-ତୈବାର ଶୀର୍ଷ କମାଣ୍ଡର ଲତିଫ ଭଟ୍‌ ନିହତ ହୋଇଛି। ଏନକାଉଣ୍ଟର ସ୍ଥଳରୁ…

Continue reading
ଆଜି ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦୀ ଓ ଟ୍ରମ୍ପ

ଆଜି ଗୋଟିଏ ମଞ୍ଚରେ ଏକାଠି ହେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଫିଲିପାଇନ୍ସର ରାଜଧାନୀ ମନିଲାରେ ଆଜି ଆୟୋଜିତ ହେବ କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀ । ଏହି ବୈଠକରେ ମୋଦୀ ଓ…

Continue reading
ଖାଇକୁ ଖସିଲା ବୋଲେରୋ-ବସ୍‌, ୧୨ ମୃତ

ନୂଆଦିଲ୍ଲୀ:  ଭୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁର ତାଣ୍ଡବ ।  ଦୁଇ ଦୁଇଟି ଦୁର୍ଘଟଣାରେ ଚାଲିଗଲା ୧୨ ଜୀବନ । ୨୦ରୁ ଅଧିକ ଆହତ । ଉତ୍ତରାଖଣ୍ଡରେ ଦୁଇଟି ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ରୁଦ୍ରପ୍ରୟାଗରେ ବୋଲେରୋ ଖାଇକୁ ଖସି ୪…

Continue reading
ଆସିଆନ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ:ଆମ ପାଖରେ ସାମର୍ଥ୍ୟ ଏବଂ ସଂକଳ୍ପ ଅଛି

ନୂଆଦିଲ୍ଲୀ: ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁନିଆ ଏବେ ବହୁ ସଙ୍କଟ ଦେଇ ଗତି କରୁଛି । ଏବେ ବିଶ୍ଵକୁ ଶାନ୍ତି ଏବଂ ସ୍ଥିରତାର ଆବଶ୍ୟକତା ରହିଛି…

Continue reading
କଂଗ୍ରେସ ନେତା ଭାରତକୁ ବଦନାମ କରୁଛନ୍ତି:ଅମିତ ଶାହ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହାଇଦ୍ରାବାଦରେ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ କରାଯାଇଥିବା ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କଂଗ୍ରେସ ନେତା ଭାରତକୁ ବଦନାମ କରୁଛନ୍ତି । ଦେଶକୁ ବଦନାମ୍ କଲେ ସତ୍ତା…

Continue reading
ଆଜିଠୁ ୩ ଦିନିଆ ଫିଲିପାଇନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଠାରୁ ୩ ଦିନିଆ ଫିଲିପାଇନ୍ସ ଗସ୍ତରେ ଯିବେ । ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅରଙ୍କ ପକ୍ଷରୁ ଆୟୋଜିତ ରାତ୍ରୀ ଭୋଜନରେ ସାମିଲ ହେବେ।ରାଜଧାନୀ ମାନିଲା ଠାରେ ୧୭ ତାରିଖରେ ଆୟୋଜିତ ହେବାକୁ…

Continue reading
ପୂର୍ବରୁ ଭୋଟର ଥାଇ ଫର୍ମ-୬ ଭରିଲେ କାର୍ଯ୍ୟାନୁଷ୍ଠାନ ହେବନାହିଁ

ନୂଆଦିଲ୍ଲୀ: ପୂର୍ବରୁ ଭୋଟର ତାଲିକାରେ ନାମ ପଞ୍ଜୀକୃତ ହୋଇଥିବା ସତ୍ତ୍ୱେ ଯଦି ଚିଠା ତାଲିକାରେ ନ ଥାଏ, ତେବେ ସମ୍ପୃକ୍ତ ବ୍ୟକ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ବିନା ଫର୍ମ-୬ ଜରିଆରେ ସାନି ଆବେଦନ କରିପାରିବେ। ନିର୍ବାଚନ କମିଶନ (ଇସି) ସୁପ୍ରିମକୋର୍ଟଙ୍କୁ ଏହା…

Continue reading
ଡିସେମ୍ବର ପ୍ରଥମ ସପ୍ତାହରୁ ଶୀତ ଅଧିବେଶନ!

ନୂଆଦିଲ୍ଲୀ: ପାର୍ଲାମେଣ୍ଟର ଶୀତ ଅଧିବେଶନ ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ। ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବୃଦ୍ଧି ପାଉଥିବା ଏକ ସଂଘର୍ଷପୂର୍ଣ୍ଣ ରାଜନୈତିକ ପରିବେଶ ମଧ୍ୟରେ ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ମହିଳା…

Continue reading
ଅଗ୍ନିକାଣ୍ଡ ; ନେଲା ୧୧ ଜୀବନ

ନୂଆଦିଳ୍ଲୀ : ଥାଇଲ୍ୟାଣ୍ଡର ଫୁକେଟର ପର୍ଯ୍ୟଟନ ଦ୍ୱୀପରେ ଏକ ବାଣିଜ୍ୟିକ ଦୋକାନ ଘରେ ଅଗ୍ନିକାଣ୍ଡ ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୬ ଜଣ ଆହତ ହୋଇଛନ୍ତି। ଏହି କୋଠାରେ ପର୍ଯ୍ୟଟକଙ୍କ ଦିଆଯାଉଥିବା ଗାଡି ବ୍ୟବସାୟ କରାଯାଉଥିଲା। ନିଆଁ ଏତେ…

Continue reading
ପୁଣି ଜୟ ଶାହ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଚେୟାରମ୍ୟାନ

ନୂଆଦିଲ୍ଲୀ : ଜୟ ଶାହ ଲଗାତାର ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (icc)ର ଚେୟାରମ୍ୟାନ ଭାବେ ସୋମବାର ନିର୍ବାଚିତ ହୋଇଛନ୍ତି। ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ icc ବୋର୍ଡ ବୈଠକ ସମୟରେ ନିର୍ଦ୍ଦେଶକମାନଙ୍କ ପ୍ରସ୍ତାବ…

Continue reading