ଆତଙ୍କବାଦୀ ଆକ୍ରମଣ, ୨ ଶ୍ରମିକ ମୃତ
ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି ଦୁଇଜଣ ଶ୍ରମିକ ଛତିଶଗଡ଼ର ବାସିନ୍ଦା ଥିଲେ। ଜଣେ ଶ୍ରମିକଙ୍କର ମୃତ୍ୟୁ ଗତକାଲି ଅର୍ଥାତ୍…












