ଜାତୀୟ ସୁରକ୍ଷା ପ୍ରତି ବିପଦ ଆଶଙ୍କାରେ ଭାରତରେ ଏପ୍ରିଲ୍ରୁ ଚୀନ ସିସିଟିଭି ନିଷିଦ୍ଧ
ନୂଆଦିଲ୍ଲୀ:ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଚୀନ କମ୍ପାନି ନିର୍ମତ ସିସିଟିଭିକୁ ଭାରତରେ ବିକ୍ରିକୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ଚୀନର କମ୍ପାନିଗୁଡ଼ିକ ଇଣ୍ଟରନେଟ୍ ସହ ସଂଯୋଗ ହେଉଥିବା ସିସିଟିଭି କ୍ୟାମେରା ଓ ସେହି ଧରଣର ଭିଡିଓ ନିରୀକ୍ଷଣ ଉତ୍ପାଦକୁ ଏପ୍ରିଲ୍ ୧ରୁ…
