ବାଙ୍କୋରେ ଲାଗିଲା ମାଓ ପୋଷ୍ଟର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର। ସ୍ଥାନୀୟ ଲୋକେ ଆତଙ୍କିତ। ରାସ୍ତା କଡ଼ରେ ଥିବା ଏକ ଗଛରେ ଏହି ପୋଷ୍ଟର ସବୁ ଲଗାଯାଇଛି। ୨୮ ତାରିଖରୁ ଅଗଷ୍ଟ ୨ ତାରିଖ ପର୍ୟ୍ୟନ୍ତ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ସହିଦ ସପ୍ତାହକୁ ସଫଳ କରିବା ଲାଗି ମାଓବାଦୀମାନେ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟରଗୁଡ଼ିକୁ ଜବତ କରିଛି।

ସୂଚନାଯୋଗ୍ୟ, ମାଓବାଦୀମାନେ ମେ ମାସ ୨୭ ତାରିଖରେ ବାଙ୍କୋ ପଥର ଖାଦାନକୁ ଏକ ଗାଡ଼ିରେ ଯାଇଥିବା ୫ ଟନ ବିସ୍ଫୋରକ ଲୁଟି ନେଇଥିଲେ। ବର୍ତ୍ତମାନ ସୁଦ୍ଧା ସରଣ୍ଡାରୁ ୪ ଟନ ବିସ୍ଫୋରକ ଜବତ ହୋଇସାରିଛି। ଆହୁରି ୧ ଟନ ବିସ୍ଫୋରକ ମିଳିପାରିନାହିଁ।

  • Garvita Odia

    Related Posts

    ଆଇସିସି କମିଟି ନକଲେ ଦରମା ବନ୍ଦ: ପ୍ରଭାତୀ ପରିଡ଼ା

    ଭୁବନେଶ୍ୱର:ଆଇସିସି କମିଟି ନକଲେ କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ହେବ । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହାଛଡ଼ା ସେ କହିଛନ୍ତି ଯେ ମାସେ ଭିତରେ ସବୁ କଲେଜରେ ଆଇସିସି କମିଟି କରିବାକୁ ଟାର୍ଗେଟ ରଖାଯାଇଛି…

    ଯନ୍ତ୍ରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇଦେଲେ ପିଅନ!

    ମୋହନା: ଆର. ଉଦୟଗିରି ଆରଡବ୍ଲୁ୍ୟଏସଏସ ବିଭାଗୀୟ ଯନ୍ତ୍ରୀ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ପାଣି ବଦଳରେ ପିଅନ ପରିସ୍ରା ପାଇଆଇ ଦେଇଥିବା ଯନ୍ତ୍ରୀ ଅଭିଯୋଗ ଆଣିଛନ୍ତି । ଏନେଇ ଆର. ଉଦୟଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହାର…

    Leave a Reply

    Your email address will not be published. Required fields are marked *

    You Missed

    ଭାରତ ରୁଷ ସହ କ’ଣ କରିବ ମୁଁ ଆଦୌ ଖାତିର୍‌ କରେ ନାହିଁ:ଟ୍ରମ୍ପ

    ଭାରତ ରୁଷ ସହ କ’ଣ କରିବ ମୁଁ ଆଦୌ ଖାତିର୍‌ କରେ ନାହିଁ:ଟ୍ରମ୍ପ

    ଆଇସିସି କମିଟି ନକଲେ ଦରମା ବନ୍ଦ: ପ୍ରଭାତୀ ପରିଡ଼ା

    ଆଇସିସି କମିଟି ନକଲେ ଦରମା ବନ୍ଦ: ପ୍ରଭାତୀ ପରିଡ଼ା

    ଯନ୍ତ୍ରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇଦେଲେ ପିଅନ!

    ଯନ୍ତ୍ରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇଦେଲେ ପିଅନ!

    ସୁଭଦ୍ରାକୁ ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ: ଜାଣନ୍ତୁ କ’ଣ

    ସୁଭଦ୍ରାକୁ ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ: ଜାଣନ୍ତୁ କ’ଣ

    କାନ୍ଦି ପକାଇଲେ ପ୍ରଜ୍ଞା ଠାକୁର

    କାନ୍ଦି ପକାଇଲେ ପ୍ରଜ୍ଞା ଠାକୁର

    ଚୀନରେ ବନ୍ୟା, ୩୦ ମୃତ

    ଚୀନରେ ବନ୍ୟା, ୩୦ ମୃତ