ଭାରତର ପେଟ୍ରୋ କେମିକାଲ୍ସ ହବ୍‌ ହେବ ଓଡ଼ିଶା: ମୋଦୀ

ଭୁବନେଶ୍ବର: ଓଡ଼ିଶା, ଭାରତର ପେଟ୍ରୋ କେମିକାଲ ହବ୍‌ ହେବା ପାଇଁ ଆଗକୁ ବଢ଼ୁଛି । ଓଡ଼ିଶା ସରକାର ୨୦୩୬ ପାଇଁ ବିଶେଷ ଯୋଜନା କରିଛନ୍ତି । କେନ୍ଦ୍ରର ଫୋକସରେ ଓଡ଼ିଶାର ବିକାଶ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଜୟ ଜଗନ୍ନାଥ, ଜୟ ବାବା ଲିଙ୍ଗ ରାଜଙ୍କ ନାମ ନେଇ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । “ଓଡିଶା ବାସୀଙ୍କୁ ନମସ୍କାର, ଜୁହାର କହିଲେ । ୨୦ ଜୁନ, ଆଜିର ଦିନ ବହୁତ ବିଶେଷ । ଆଜି ଓଡିଶାର ପ୍ରଥମ ବିଜେପି ସରାକର ସଫଳତାର ସହିତ ଏକ ବର୍ଷ ପୁରା କରିଛି । ଏହା କେବଳ ସରକାର ଏକ ବର୍ଷ ନୁହେଁ ସୁଶାସନର ବର୍ଷ । ଜନସେବା ଜନବିଶ୍ୱାସକୁ ସମର୍ପିତ । ଏହା ଓଡିଶାର କୋଟି କୋଟି ମତଦାତାଙ୍କ ବିଶ୍ୱାସର ଭାଜନ ହେବାର ସାନଦାର ବର୍ଷ,” ବୋଲି ଜନତା ମଇଦାନରୁ ସମ୍ବୋଧନ ଦେବା ସମୟରେ କହିଛନ୍ତି ମୋଦି ।

“ମୁଁ ଓଡିଶାବାସୀଙ୍କୁ ଦୃଦୟରୁ ଅଭିନନ୍ଦନ କରୁଛି । ଓଡିଶା ବିକାଶକୁ ନୂଆ ଗତି ମିଳିଛି । ସାଥୀ ଗଣ ଓଡିଶା କେବଳ ଏକ ରାଜ୍ୟ ନୁହେଁ ଏହି ଓଡିଶା ଭାରତର ଗେଟ ଓ୍ବେ । ଓଡିଶା ଶହ ଶହ ବର୍ଷ ଧରି ଭାରତୀୟ ସଭ୍ୟତାକୁ ସଂସ୍କୃତିକୁ ସମୃଦ୍ଧ କରିଛି । ଗତ ଏକ ବର୍ଷ ଧରି ଓଡିଶାରେ ବିକାଶମନ୍ତ୍ରକୁ ପାଳନ କରିଛି ମୋହନ ସରକାର । ଏହି ମନ୍ତ୍ରରେ ଆଗକୁ ବଢୁଛି । ସାଥୀଗଣ ଏହା ସୁଃଖଦ ସଂଯୋଗ କି ଓଡିଶାର ବିଜେପି ସରକାର ଏକ ବର୍ଷ ପୂରଣ କରିଛି । ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଏକ ବର୍ଷ ସରକାର ପୂର୍ତ୍ତି ପାଳନ ହୋଇଛି,” କହିଛନ୍ତି ମୋଦି ।

ମହାପ୍ରଭୁ ଆମ ପାଇଁ ଆରାଧ୍ୟ । ଆମ ପାଇଁ ରାଜନୀତି ଜୟ ବିଜୟର ଭାଷଣ ନୁହେଁ । ମୋହନ ସରାକରକୁ ପ୍ରଂଶସା କଲେ ମୋଦି । ଏଠାରେ ବିଜେପି ସରାକର ଆସିବା ପରେ ଶ୍ରୀମନ୍ଦିର ୪ ଦ୍ୱାରା ଖୋଲିଲା । ରତ୍ନଭଣ୍ଡାର ମଧ୍ୟ ଖୋଲା ଯାଇଛି କହିଛନ୍ତି ମୋଦି ।

  • Garvita Odia

    Related Posts

    ହସ୍ପିଟାଲରେ ଭର୍ତ୍ତି ବବି

    ଭୁବନେଶ୍ୱର: ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ସାରା ରାଜ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ତେଜୁଛି ଆନ୍ଦୋଳନ । ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧ । ଲୋୟର ପିଏମଜି ରେ ପୁଲିସ୍‌- ବିଜଡେି ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ବିଜେଡିର…

    ବିଜେଡିକର୍ମୀଙ୍କ ଉପରକୁ ଟିୟର ଗ୍ୟାସ୍ ପ୍ରୟୋଗ

    ଭୁବନେଶ୍ବର: ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି । ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ବିଜେଡି କର୍ମୀ । ଲୋୟର ପିଏମ୍‌ଜିରେ ପ୍ରଥମ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଲେ…

    Leave a Reply

    Your email address will not be published. Required fields are marked *

    You Missed

    ହସ୍ପିଟାଲରେ ଭର୍ତ୍ତି ବବି

    ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ

    ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ

    ବିଜେଡିକର୍ମୀଙ୍କ ଉପରକୁ ଟିୟର ଗ୍ୟାସ୍ ପ୍ରୟୋଗ

    ବିଜେଡିକର୍ମୀଙ୍କ ଉପରକୁ  ଟିୟର ଗ୍ୟାସ୍ ପ୍ରୟୋଗ

    ୧୯ ଯାଏ ପ୍ରବଳ ବର୍ଷା

    ୧୯ ଯାଏ ପ୍ରବଳ ବର୍ଷା

    ବିଜେଡ଼ି କର୍ମୀଙ୍କ ଉପରେ ପାଣିମାଡ଼

    ବିଜେଡ଼ି କର୍ମୀଙ୍କ ଉପରେ ପାଣିମାଡ଼

    ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥାହେଲେ ରାହୁଲ

    ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥାହେଲେ ରାହୁଲ