ସୁବର୍ଣ୍ଣରେଖାରେ ବନ୍ୟା: ରାଜଘାଟରେ ବିପଦ ସଂକେତ ଉପରେ ଜଳସ୍ତର

ଜଳେଶ୍ୱର: ସୁବର୍ଣ୍ଣରେଖା ନଦୀରେ ବନ୍ୟା ଦେଖା ଦେଇଛି । ରାଜଘାଟ ଠାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବିପଦ ସଂକେତ ୧୦. ୩୬ ମିଟର ଥିବା ବେଳେ ଶନିବାର ସକାଳେ ଜଳ ସ୍ତର ୧୧. ୩୩ ମିଟର ରହିଛି ।
ତେବେ ବର୍ତ୍ତମାନ ସମୟରେ ବାଳିଆପାଳ ବ୍ଲକର ୫ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ବାଳିଆପାଳ ଜାମକୁଣ୍ଡା ମୁଖ୍ୟରାସ୍ତା ପଞ୍ଚୁ ରୁଖୀଠାରେ ରାସ୍ତା ପାଖାପାଖି ୩୦ ଫୁଟ ଦବିବାକୁ ଲାଗିଲାଣି । ପ୍ରଶାସନ ପକ୍ଷରୁ ବାଲି ବସ୍ତା ପକାଇ ମରାମତି କରାଯାଉଥିବା ଦେଖିବାକୁ ମିଳିଛି ।

  • Garvita Odia

    Related Posts

    ପୂର୍ବତଟ ରେଳପଥ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ଭୁବନେଶ୍ୱର:ପୂର୍ବତଟ ରେଳପଥ ଆଜି ଭୁବନେଶ୍ୱରର ରେଳବାଇ ଇଣ୍ଡୋର ଷ୍ଟାଡିୟମରେ ଅତ୍ୟନ୍ତ ଉତ୍ସାହ ଏବଂ ଅଂଶଗ୍ରହଣ ସହିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି | ଏହି କାର୍ଯ୍ୟକ୍ରମ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ଏବଂ…

    ଲୋକମେଳା-୨୦୨୫ରେ ପୂର୍ବତଟ ରେଳକୁ ପ୍ରଥମ ପୁରସ୍କାର

    ପୁରୀ ବେଳାଭୂମିରେ ଆୟୋଜିତ ରାଜ୍ୟସ୍ତରୀୟ ୨୩ତମ ଲୋକ ମେଳା ଏବଂ କୃଷି ପ୍ରଦର୍ଶନୀ – ୨୦୨୫ ରେ ପୂର୍ବ ତଟ ରେଳକୁ ପ୍ରଥମ ପୁରସ୍କାରରେ ସମ୍ମାନିତ କରାଯାଇଛି।ଉଲ୍ଲେଖନୀୟ ଏବଂ ସୂଚନାତ୍ମକ ପ୍ୟାଭିଲିୟନ ମାଧ୍ୟମରେ ରେଳପଥର ଭୂମିକା, ଯୋଗାଯୋଗ ବିକାଶ ଓ ଆଞ୍ଚଳିକ…

    Leave a Reply

    Your email address will not be published. Required fields are marked *

    You Missed

    ପୂର୍ବତଟ ରେଳପଥ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ପୂର୍ବତଟ ରେଳପଥ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ଲୋକମେଳା-୨୦୨୫ରେ ପୂର୍ବତଟ ରେଳକୁ ପ୍ରଥମ ପୁରସ୍କାର

    ଲୋକମେଳା-୨୦୨୫ରେ ପୂର୍ବତଟ ରେଳକୁ ପ୍ରଥମ ପୁରସ୍କାର

    ନନ୍ଦିତା ଦାସଙ୍କ ଉପମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କ ସହ ସାକ୍ଷାତ

    ନନ୍ଦିତା ଦାସଙ୍କ ଉପମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କ ସହ ସାକ୍ଷାତ

    ଡାଇରିଆ ପରିସ୍ଥିତି ନିୟନ୍ତ୍ରଣାଧିନ, ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

    ଡାଇରିଆ ପରିସ୍ଥିତି ନିୟନ୍ତ୍ରଣାଧିନ, ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା