ସୋମବାର ସରିବ ଏନ୍‌ଟିଇଟି ଅନ୍‌ଲାଇନ୍ ଆବେଦନ

ଭୁବନେଶ୍ୱର: ଜାତୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଏନ୍‌ଟିଇଟି) ୨୦୨୫ ଆବେଦନ ଆସନ୍ତା ୨୩ ତାରିଖରେ ଶେଷ ହେବ ।୨୪ ତାରିଖ ସୁଦ୍ଧା ଆବେଦନ ଫି ଦାଖଲ ପାଇଁ ସୁଯୋଗ ମିଳିବ । ଜୁନ୍‌ ୪ରୁ ଏହି ପରୀକ୍ଷା ପାଇଁ ଅନ୍‌ଲାଇନ ଆବେଦନ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଇଣ୍ଡିଆନ୍‌ ସିଷ୍ଟମ ମେଡିସିନ୍‌ ଆଣ୍ଡ ହୋମିଓପାଥିରେ ସ୍ନାତକୋତ୍ତର କରି ଶିକ୍ଷକତା କରିବା ଚାହୁଁଥିଲେ ଏହି ଏନ୍‌ଟିଇଟି ପରୀକ୍ଷା ଆବଶ୍ୟକ । ଜୁଲାଇ ୧୭ରେ ଏହି ପରୀକ୍ଷା ହେବ । ଏ ନେଇ ସମସ୍ତ ସୂଚନା ଏନ୍‌ଟିଏ ୱେବ୍‌ସାଇଟ୍‌ www.nta.ac.inରେ ଉପଲବ୍ଧ ।

  • Garvita Odia

    Related Posts

    ରଥଯାତ୍ରା ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

    ଆଉ ମାତ୍ର ଚାରି ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏ ନେଇ ଆଜି ପୁରୀରେ ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୃଙ୍ଖଳିତ ରଥଯାତ୍ରା ନେଇ ଆଜି ବସିଛି ତୃତୀୟ ବା ଶେଷ ରଥ ସମନ୍ବୟ ବୈଠକ । ଦିନ…

    ଦାରୁବ୍ରହ୍ମ ସୁସ୍ଥ ,ଶ୍ରୀମନ୍ଦିରରେ ଶୁଭିଲା ଘଣ୍ଟ, ଘଣ୍ଟି ଓ କାହାଳୀ ଧ୍ୱନି

    ପୁରୀ: ଶ୍ରୀମନ୍ଦିରରେ ଜାରି ରହିଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ଅଣସର ଉପଚାର । ୧୧ ଦିନର ନିରବଚ୍ଛିନ୍ନ ସେବା ପରେ । ଶନିବାର ଖଳିଲାଗି ଏକାଦଶୀରେ ଏଭଳି ଶୁଭ ସୂଚନା ମିଳିଛି ଶ୍ରୀମନ୍ଦିରରୁ । ଦଶମୂଳ ମହୌଷଧି ଅର୍ପଣ ପରେ ମହାପ୍ରଭୁ ପୂରା…

    Leave a Reply

    Your email address will not be published. Required fields are marked *

    You Missed

    ରଥଯାତ୍ରା ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

    ରଥଯାତ୍ରା ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

    ଦାରୁବ୍ରହ୍ମ ସୁସ୍ଥ ,ଶ୍ରୀମନ୍ଦିରରେ ଶୁଭିଲା ଘଣ୍ଟ, ଘଣ୍ଟି ଓ କାହାଳୀ ଧ୍ୱନି

    ଦାରୁବ୍ରହ୍ମ ସୁସ୍ଥ ,ଶ୍ରୀମନ୍ଦିରରେ ଶୁଭିଲା ଘଣ୍ଟ, ଘଣ୍ଟି ଓ କାହାଳୀ ଧ୍ୱନି

    ସୋମବାର ସରିବ ଏନ୍‌ଟିଇଟି ଅନ୍‌ଲାଇନ୍ ଆବେଦନ

    ସୋମବାର ସରିବ ଏନ୍‌ଟିଇଟି ଅନ୍‌ଲାଇନ୍ ଆବେଦନ

    ୫୦୬ ସହକାରୀ ପ୍ରାଣୀ ଚିକିତ୍ସକ ପଦବି ପାଇଁ ବିଜ୍ଞପ୍ତି

    ୫୦୬ ସହକାରୀ ପ୍ରାଣୀ ଚିକିତ୍ସକ ପଦବି ପାଇଁ  ବିଜ୍ଞପ୍ତି

    ଟ୍ରମ୍ପଙ୍କୁ ଚେତାବନୀ ଦେଲା ଇରାନ୍‌:ତୁମେ ଆରମ୍ଭ କରିଛ ଆମେ ଶେଷ କରିବୁ

    ଟ୍ରମ୍ପଙ୍କୁ ଚେତାବନୀ ଦେଲା ଇରାନ୍‌:ତୁମେ ଆରମ୍ଭ କରିଛ ଆମେ ଶେଷ କରିବୁ

    ‘ଡବଲ୍‌ ଇଞ୍ଜିନ୍‌ ଡବଲ୍‌ ବିକାଶ ନୁହେଁ, ଡବଲ୍‌ ଧୋକା’

    ‘ଡବଲ୍‌ ଇଞ୍ଜିନ୍‌ ଡବଲ୍‌ ବିକାଶ ନୁହେଁ, ଡବଲ୍‌ ଧୋକା’