ଆଜି ରାଷ୍ଟ୍ରପତିଙ୍କ ଜନ୍ମଦିବସ

ନୂଆଦିଲ୍ଲୀ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଜନ୍ମଦିବସ । ୧୯୫୮ମସିହା ଜୁନ୍‍ ୨୦ରେ ମୟୂରଭଞ୍ଜ ଜିଲ୍ଲା ରାଜରଙ୍ଗପୁରରେ ଜନ୍ମଗ୍ରହଣ କରିଥିଲେ ଦେଶର ପ୍ରଥମ ନାଗରିକ । ମାଟିର ମୋତି, ମାନବିକତାର ମହନୀୟ ତଥା ସ୍ନେହଶୀଳ ବ୍ୟକ୍ତିତ୍ୱ । ସୁସ୍ଥ, ସୁନ୍ଦର ସମାଜ ଗଠନ ପାଇଁ ଅସୁମାରୀ ସ୍ୱପ୍ନକୁ ନେଇ ମନ ସର୍ବଦା ଚଳଞ୍ଚଳ । ଜୀବନରେ ଦୁଃଖ ପଡୋଶୀ ଓ ସୁଖ ପରଦେଶୀ ପାଲଟିଥିଲେ ବି ସେ କେବେ ହୋଇନାହାଁନ୍ତି ହତାଶ ଓ ନିରାଶ । ସର୍ବଦା ଉଜ୍ଜ୍ୱଳତମ ଚେତନାର ସନ୍ଧାନୀ ସିଏ । ଅଖ୍ୟାତ ପଲ୍ଲୀର କୁମାରୀରୁ ହୋଇପାରିଛନ୍ତି ରାୟସିନା ହିଲର ଅଧୀଶ୍ୱରୀ । ସେପ୍ରେରଣାର ଜ୍ୟୋତି । ସମସ୍ତଙ୍କର ମାନନୀୟା । ରାଷ୍ଟ୍ରପତି ଶ୍ରୀମତି ମୁର୍ମୁଙ୍କ ୬୭ତମ ଜୟନ୍ତୀ ଅବସରରେ ତାଙ୍କୁ ପ୍ରଣାମ ଓ ଅଜସ୍ର ଅଭିନନ୍ଦନ ।

  • Garvita Odia

    Related Posts

    ଆମେରିକା ଯିବ ଏୟାର ଇଣ୍ଡିଆ ବ୍ଲାକ ବକ୍ସ

    ଜୁନ ୧୨ରେ ଅହମଦାବାଦ ଏୟାର ପୋର୍ଟ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାର ବାକ୍ସ ବକ୍ସ ଅତ୍ୟଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାରକାରୀ ଦଳ ଏହାକୁ ଦୁର୍ଘଟଣା ସ୍ଥଳରୁ ଠାବ କରିଥିଲେ ହେଁ ଏଥିରୁ…

    ୪ ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ

    ନୂଆଦିଲ୍ଲୀ: ୪ ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ । ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ଆସନ ମଧ୍ୟରେ କେରଳର ନିଲାମ୍ବୁରୁ ରାଜ୍ୟ ରାଜନୀତି ଦୃଷ୍ଟିକୋଣରୁ ଖୁବ ଗୁରୁତ୍ବପୂର୍ଣ୍ଣ । ଏଲଡିଏଫ ସମର୍ଥିତ ବିଭି ଅନବରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    କଂଗ୍ରେସ ମଡେଲରେ ସୁଶାସନ ନଥିଲା:ମୋଦୀ

    କଂଗ୍ରେସ ମଡେଲରେ ସୁଶାସନ ନଥିଲା:ମୋଦୀ

    ‘ଭିଜନ ଡକ୍ୟୁମେଣ୍ଟ’ ପୁସ୍ତକ ଉନ୍ମୋଚନ

    ‘ଭିଜନ ଡକ୍ୟୁମେଣ୍ଟ’ ପୁସ୍ତକ ଉନ୍ମୋଚନ

    ଭାରତର ପେଟ୍ରୋ କେମିକାଲ୍ସ ହବ୍‌ ହେବ ଓଡ଼ିଶା: ମୋଦୀ

    ଭାରତର ପେଟ୍ରୋ କେମିକାଲ୍ସ ହବ୍‌ ହେବ ଓଡ଼ିଶା: ମୋଦୀ

    ‘ଜୟ ଜଗନ୍ନାଥ’ରୁ ଭାଷଣ ଆରମ୍ଭ କଲେ ମୋଦୀ

    ‘ଜୟ ଜଗନ୍ନାଥ’ରୁ ଭାଷଣ ଆରମ୍ଭ କଲେ ମୋଦୀ

    ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ

    ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ

    ଜନତା ମଇଦାନ ନିକଟରେ ଜନସମୁଦ୍ର

    ଜନତା ମଇଦାନ ନିକଟରେ ଜନସମୁଦ୍ର