ଆତ୍ମସମର୍ପଣ କଲେ ୩୦ ମାଓବାଦୀ

ବିଜାପୁର: ମାଓମୁକ୍ତ ଅଭିଯାନରେ ଛତିଶଗଡ ପୁଲିସକୁ ବଡ ସଫଳତା ମିଳିଛି । ବିଜାପୁରରେ ୩୦ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ୩୦ଜଣଙ୍କ ମଧ୍ୟରେ ୯ଜଣ ମହିଳା ଓ ୨୦କ୍ୟାଡର ମାଓବାଦୀ ରହିଛନ୍ତି । ଏହି ସବୁ ମାଓବାଦୀଙ୍କ ମୁଣ୍ଡ ଉପରେ ୭୯ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ବିଜାପୁରରେ ଚଳିତ ବର୍ଷ ମୋଟ ୩୦୭ଜଣ ମାଓବାଦୀ ଆତ୍ମସମର୍ପଣ କରିଲେଣି ।

  • Related Posts

    ଏନକାଉଣ୍ଟର: ୪ମାଓବାଦୀ ନିହତ

    ମହାରାଷ୍ଟ୍ର: ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ଏନକାଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ଚାରି ଜଣ ହାଡକୋର ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ୩ ଜଣ ମହିଳା ମାଓବାଦୀ ରହିଛନ୍ତି । ମୃତ ମାଓବାଦୀଙ୍କ ନିକଟରୁ…

    Continue reading
    ଦିଲ୍ଲୀର ୨୦ କଲେଜକୁ ବୋମାରେ ଉଡାଇବାକୁ ଧମକ

    ନୂଆଦିଲ୍ଲୀ : ଦିଲ୍ଲୀର ୨୦ରୁ ଅଧିକ କଲେଜକୁ ବୋମାରେ ଉଡାଇବାକୁ ନେଇ ଧମକ ମିଳିଛି । ଚାଣକ୍ୟପୁରୀ ସ୍ଥିତ କଲେଜ ସମେତ ପ୍ରାୟ ୨୦ଟି କଲେଜକୁ ଧମକପୂର୍ଣ୍ଣ ଇମେଲ୍‌ କରାଯାଇଛି । ପୁଲିସକୁ ଏନେଇ ଖବର ମଧ୍ୟ ଦିଆଯାଇଛି । ଘଟଣା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ଆସୁଛି ଆଉ ଏକ ଲଘୁଚାପ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର