କାନ୍ଦି ପକାଇଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣ ମାମଲାରେ ୭ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଏନଆଇଏ କୋର୍ଟ । ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରଜ୍ଞା ଠାକୁରଙ୍କ ବଡ ବୟାନ ସାମ୍ନାକୁ ଆସିଛି । ପ୍ରଜ୍ଞା କହିଛନ୍ତି ଯେ ଗତ ୧୭ବର୍ଷ ମଧ୍ୟରେ ମୋର ଜୀବନ ନଷ୍ଟ ହୋଇଗଲା । ୧୭ବର୍ଷ ଧରି ବହୁ ନିର୍ୟାତନା ସହିଛି । ଏହା ଭଗବତଙ୍କ ବିଜୟ । ଯେଉଁମାନେ ଭଗବତର ଅପମାନ କରନ୍ତି ଭଗବାନ ସେମାନଙ୍କୁ ଦଣ୍ଡ ଦେବେ । ପ୍ରଜ୍ଞା ଆହୁରି ମଧ୍ୟ କହିଛନ୍ତି ଯେ ମୋତେ ତଦନ୍ତ ପାଇଁ ଡକାଯାଇଥିଲା ଏବଂ ଗିରଫ କରାଗଲା । ଏହାପରେ ମୋତେ ଅକଥନୀୟ ନିର୍ୟାତନା ଦିଆଯାଇଥିଲା । ମୁଁ ଜଣେ ସନ୍ଥଙ୍କ ଜୀବନ ବଞ୍ଚୁଥିଲି କିନ୍ତୁ ମୋତେ ଫସାଇ ଅଭିଯୁକ୍ତ କରାଯାଇଥିଲା ।
ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର କହିଛନ୍ତି ଯେ ମାମଲା ଚାଲିଥିବା ବେଳେ ଆମ ସହିତ କେହି ଆସିନଥିଲେ । ମୁଁ ବଞ୍ଚିଛି କାରଣ ମୁଁ ଜଣେ ସନ୍ୟାସୀ । ଏକ ଷଡଯନ୍ତ୍ର ଅଧୀନରେ ବଦନାମ କରାଯାଇଛି । ଆଜି ଭଗବତ ଜିତିଛି । ଯେଉଁମାନେ ଦୋଷୀ ସେମାନଙ୍କୁ ଭଗବାନ ଦଣ୍ଡ ଦିଅନ୍ତୁ ।

  • Garvita Odia

    Related Posts

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ନୂଆଦିଲ୍ଲୀ : ପ୍ରତ୍ୟେକ ମାସ ଭଳି ଅଗଷ୍ଟ ମାସ ପହିଲାରେ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ୧ ଅଗଷ୍ଟରୁ ଏଲପିଜି ସିଲିଣ୍ଡରର ଦାମ୍‌ କମିବା ସହ ୟୁପିଆଇ ସମ୍ବନ୍ଧିତ ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଏହାସହ ୧୫…

    ଭାରତ ଉପରେ ଲାଗୁ ହେବାକୁ ଥିବା ଟାରିଫ ଅଗଷ୍ଟ ୭ ତାରିଖରୁ ଲାଗୁ ହେବ

    ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫକୁ ୭ ଦିନ ପର୍ୟ୍ୟନ୍ତ ମହଲତ ଦେଇଛନ୍ତି । ଆଜି ଠାରୁ ଲାଗୁ ହେବାକୁ ଥିବା ଟାରିଫ ଅଗଷ୍ଟ ୭ ତାରିଖରୁ ଲାଗୁ ହେବ । ଏହି କ୍ରମରେ…

    Leave a Reply

    Your email address will not be published. Required fields are marked *

    You Missed

    ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

    ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

    ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ:ଆଇନମନ୍ତ୍ରୀ

    ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ:ଆଇନମନ୍ତ୍ରୀ

    ଥାନାରେ ହାଜର ହେଲେ ଓଏଏସ ସାର୍ଥକ

    ଥାନାରେ ହାଜର ହେଲେ ଓଏଏସ ସାର୍ଥକ

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ପରିସ୍ରା ପିଆଇବା ମାମଲା: ପିଅନ ଗିରଫ

    ପରିସ୍ରା ପିଆଇବା ମାମଲା:  ପିଅନ ଗିରଫ

    ଶନିବାର ଟ୍ରିବ୍ୟୁନାଲରେ ମହାନଦୀ ଶୁଣାଣି

    ଶନିବାର ଟ୍ରିବ୍ୟୁନାଲରେ ମହାନଦୀ ଶୁଣାଣି