ଚୀନରେ ବନ୍ୟା, ୩୦ ମୃତ

ବେଜିଂ : ପ୍ରବଳ ବର୍ଷା ଜନିତ ବନ୍ୟା ଓ ମାଟି ଅତଡା ଧସି ଚୀନରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ସୋମବାର ରାତିରେ ଉତ୍ତର-ପୂର୍ବ ବେଜିଂର ପାର୍ବତ୍ୟାଞ୍ଚଳ ମିୟୁନରେ ଏହି ବର୍ଷା ବିତ୍ପାତ ହୋଇଛି। ଏହି ଅଞ୍ଚଳରେ ୨୧ ଇଞ୍ଚର ବର୍ଷା ହୋଇଛି। ମଙ୍ଗଳବାର ପର୍ୟ୍ୟନ୍ତ ବର୍ଷା ଲାଗି ରହିଥିବାବେଳେ ତଳିଆ ଅଞ୍ଚଳରୁ ୮୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବେଜିଂ ପ୍ରଶାସନିକ ଅଞ୍ଚଳ ଅନ୍ତର୍ଗତ ୧୩୬ଟି ଗ୍ରାମ ଜଳମଗ୍ନ ହୋଇପଡିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ୟ୍ୟ ଲାଗି ରାଷ୍ଟ୍ରପତି ସି ଜିନପିଙ୍ଗ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

  • Garvita Odia

    Related Posts

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ନୂଆଦିଲ୍ଲୀ : ପ୍ରତ୍ୟେକ ମାସ ଭଳି ଅଗଷ୍ଟ ମାସ ପହିଲାରେ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ୧ ଅଗଷ୍ଟରୁ ଏଲପିଜି ସିଲିଣ୍ଡରର ଦାମ୍‌ କମିବା ସହ ୟୁପିଆଇ ସମ୍ବନ୍ଧିତ ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଏହାସହ ୧୫…

    ଭାରତ ଉପରେ ଲାଗୁ ହେବାକୁ ଥିବା ଟାରିଫ ଅଗଷ୍ଟ ୭ ତାରିଖରୁ ଲାଗୁ ହେବ

    ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫକୁ ୭ ଦିନ ପର୍ୟ୍ୟନ୍ତ ମହଲତ ଦେଇଛନ୍ତି । ଆଜି ଠାରୁ ଲାଗୁ ହେବାକୁ ଥିବା ଟାରିଫ ଅଗଷ୍ଟ ୭ ତାରିଖରୁ ଲାଗୁ ହେବ । ଏହି କ୍ରମରେ…

    Leave a Reply

    Your email address will not be published. Required fields are marked *

    You Missed

    ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

    ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

    ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ:ଆଇନମନ୍ତ୍ରୀ

    ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ:ଆଇନମନ୍ତ୍ରୀ

    ଥାନାରେ ହାଜର ହେଲେ ଓଏଏସ ସାର୍ଥକ

    ଥାନାରେ ହାଜର ହେଲେ ଓଏଏସ ସାର୍ଥକ

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ପରିସ୍ରା ପିଆଇବା ମାମଲା: ପିଅନ ଗିରଫ

    ପରିସ୍ରା ପିଆଇବା ମାମଲା:  ପିଅନ ଗିରଫ

    ଶନିବାର ଟ୍ରିବ୍ୟୁନାଲରେ ମହାନଦୀ ଶୁଣାଣି

    ଶନିବାର ଟ୍ରିବ୍ୟୁନାଲରେ ମହାନଦୀ ଶୁଣାଣି