ଜଗଦଗୁରୁ ରାମଭଦ୍ରାଚାର୍ୟ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର

ନୂଆଦିଲ୍ଲୀ:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ୟ୍ୟଙ୍କୁ ୨୦୨୩ ବର୍ଷ ପାଇଁ ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି। ଜଗଦଗୁରୁ ରାମଭଦ୍ରାଚାର୍ୟ୍ୟ ଏବଂ ବିଶିଷ୍ଟ ଉର୍ଦ୍ଦୁ କବି ଏବଂ ଗୀତିକାର ଗୁଲଜାରଙ୍କୁ ୨୦୨୩ ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଛି।
ଏହି ଅବସରରେ ରାଷ୍ଟ୍ରପତି ଉଭୟ ସାହିତ୍ୟିକ ବ୍ୟକ୍ତିତ୍ୱଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜଗଦଗୁରୁ ରାମଭଦ୍ରାଚାର୍ୟ୍ୟ ପୁରସ୍କାର ଗ୍ରହଣ କରି ଖୁସି ବ୍ୟକ୍ତ କରି କହିଛନ୍ତି ଯେ ତାଙ୍କର ସାହିତ୍ୟିକ କାର୍ୟ୍ୟକୁ ସ୍ୱୀକୃତି ମିଳିଛି।

  • Garvita Odia

    Related Posts

    କେଦାରନାଥରେ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

    କେଦାରନାଥ: ଉତ୍ତରାଖଣ୍ଡ କେଦାରନାଥ ଧାମରେ ଶନିବାର ଏମର୍ଜେନ୍ସୀ ଲ୍ୟାଣ୍ଡିଂ କାଳରେ ହେଲିକପ୍ଟର ଆମ୍ବୁଲାନ୍ସ ଦୁର୍ଘଟଣାର ଶିକାର ହୋଇଛି। ତେବେ ପାଇଲଟଙ୍କ ବୁଦ୍ଧିମତା ଯୋଗୁ ଏଥିରେ ଥିବା ଦୁଇଜଣ ଡାକ୍ତର ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ହେଲି ଆମ୍ବୁଲାନ୍ସ ଅବତରଣ କାଳରେ ଏଥିରେ ବୈଷୟିକ…

    ଆତଙ୍କବାଦ ବିରୋଧରେ ବିଭିନ୍ନ ଦେଶକୁ ଯିବେ ବହୁ ଦଳୀୟ ପ୍ରତିନିଧି

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଉପସ୍ଥାପନ କରିବାକୁ ବିଭିନ୍ନ ଦେଶକୁ ବହୁ ଦଳୀୟ ପ୍ରତିନିଧି ପଠାଇବାକୁ ଯୋଜନା କରୁଛନ୍ତି। ପ୍ରତ୍ୟେକ ପ୍ରତିନିଧି ଦଳରେ ଶାସକ ଏବଂ ବିରୋଧୀ ଦଳର ସାଂସଦମାନେ ରହିବେ ବୋଲି ଆଶା…

    Leave a Reply

    Your email address will not be published. Required fields are marked *

    You Missed

    ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ନିର୍ବାଚନ ହାରିଲୁ : ଶଶିଭୂଷଣ

    ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ନିର୍ବାଚନ ହାରିଲୁ :  ଶଶିଭୂଷଣ

    ଆହାର କେନ୍ଦ୍ରରେ ଖାଇଲେ ଓଏଏସ ଅଧିକାରୀ ପ୍ରଶିକ୍ଷାର୍ଥୀ

    ଆହାର କେନ୍ଦ୍ରରେ ଖାଇଲେ  ଓଏଏସ  ଅଧିକାରୀ ପ୍ରଶିକ୍ଷାର୍ଥୀ

    କେଦାରନାଥରେ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

    କେଦାରନାଥରେ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

    ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ଏକମାତ୍ର ବିକଳ୍ପ:ଜୟଦେବ ଜେନା

    ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ଏକମାତ୍ର ବିକଳ୍ପ:ଜୟଦେବ ଜେନା

    ଟାଟାର ୬୪ ହଜାର କୋଟିର ପ୍ରକଳ୍ପ୨୨ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

    ଟାଟାର ୬୪ ହଜାର କୋଟିର ପ୍ରକଳ୍ପ୨୨ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

    ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

    ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ