ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ଗୋବିନ୍ଦପୁର ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ମୃତ ସ୍ୱାମୀଙ୍କ ବୟସ ୩୫ ଏବଂ ତାଙ୍କ ନାମ କାଳିଆ ସେଠୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।

  • Garvita Odia

    Related Posts

    ଛାତ୍ରୀ ନିର୍ୟାତନା: +୨ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକ ନିଲମ୍ବିତ

    ରଘୁନାଥପୁର : ଜନୈକା ଛାତ୍ରୀଙ୍କୁ ନିର୍ୟାତନା ଅଭିଯୋଗରେ ରଘୁନାଥପୁର ବ୍ଲକ ଅଧୀନ ବର୍ତ୍ତିସ୍ଥିତ ସ୍ବାମୀ ଅରୁପାନନ୍ଦ ମହାବିଦ୍ୟାଳୟ ଯୁକ୍ତ ଦୁଇର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଓ ଅଧ୍ୟାପକ ଶାଶ୍ବତ ମହାନ୍ତିଙ୍କୁ ଆଜି ଜଗତସିଂହପୁର ଜିଲାପାଳ ଚାକିରିରୁ ନିଲମ୍ବିତ କରିଛନ୍ତି। ଗତ…

    ନାବାଳିକା ହକି ଖେଳାଳିଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ

    ଯାଜପୁର: ପ୍ରଥମେ ବାଲେଶ୍ୱର ଏବଂ ପରେ ପୁରୀ ବଳଙ୍ଗା ଘଟଣା ଆଖିରୁ ନଲିଭୁଣୁ ଯାଜପୁରରେ ପୁଣି ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକା ହକି ଖେଳାଳିଙ୍କୁ ଖୋଦ ତାଙ୍କର ଟ୍ରେନର ଓ ସହଯୋଗୀ ଅପହରଣ କରି ନେଇ…

    Leave a Reply

    Your email address will not be published. Required fields are marked *

    You Missed

    ତିନି ଆରଡିସି ଅଫିସ ଆଗରେ ଗର୍ଜିଲା ବିଜେଡି

    ତିନି ଆରଡିସି ଅଫିସ ଆଗରେ ଗର୍ଜିଲା ବିଜେଡି

    ବଢିଲା ସସ୍‌ପେନ୍ସ: ଦିଲ୍ଲୀ ଗସ୍ତରେ ମନମୋହନ

    ବଢିଲା ସସ୍‌ପେନ୍ସ: ଦିଲ୍ଲୀ ଗସ୍ତରେ   ମନମୋହନ

    ସିବିଏସ୍‌ଇ ସ୍କୁଲ୍‌ରେ ସିସିଟିଭି ବାଧ୍ୟତାମୂଳକ

    ସିବିଏସ୍‌ଇ ସ୍କୁଲ୍‌ରେ ସିସିଟିଭି ବାଧ୍ୟତାମୂଳକ

    ଛାତ୍ରୀ ନିର୍ୟାତନା: +୨ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକ ନିଲମ୍ବିତ

    ଛାତ୍ରୀ ନିର୍ୟାତନା: +୨ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକ ନିଲମ୍ବିତ

    ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

    ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

    ଆଜିଠୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା

    ଆଜିଠୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା