ହାତ ଛାଡି ଶଙ୍ଖ ଧରିଲେ କଂଗ୍ରେସର ବିଧାୟକ ପ୍ରାର୍ଥୀ

ନବରଙ୍ଗପୁର: କଂଗ୍ରେସର ବିଧାୟକ ପ୍ରାର୍ଥୀ ଦୀଲିପ ପ୍ରଧାନୀ ହାତ ଛାଡି ଶଙ୍ଖ ଧରିଛନ୍ତି। ଶଙ୍ଖ ଭବନ ଠାରେ ନବରଙ୍ଗପୁର ଜିଲ୍ଲା ଵିଜେଡି ସଭାପତି ମନୋହର ରନ୍ଧାରୀ, ରାଜ୍ୟସଭା ସାଂସଦ ମୁନ୍ନାଖା, ରମେଶ ମାଝୀ, ସଦାଶିବ ପ୍ରଧାନୀଙ୍କ ଉପସ୍ଥିତିରେ ଦୀଲିପ ପ୍ରଧାନୀ ଵିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନରେ ଖୁଡ଼ି କୈଶଲ୍ୟା ପ୍ରଧାନୀଙ୍କ ବିଜେଡ଼ିର ପ୍ରାର୍ଥୀ ହୋଇଥିବା ବେଳେ ଦୀଲିପ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ଶେଷକୁ ବିଜେପିର ଗୌରୀଶଙ୍କର ମାଝୀ ଵାଜିମାତ କରିଥିଲେ। ତେବେ ଅଦିନିଆ ଵର୍ଷା ଭଳି ରାଜନୈତିକ ସମୀକରଣ ଵଦଳିବାକୁ ନେଇ ଜିଲ୍ଲା ରାଜନୀତି ହଲଚଲ ହୋଇଛି। କେଉଁ ରାଜନୈତିକ ଉଦ୍ଦେଶ୍ୟ ରଖି କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

  • Garvita Odia

    Related Posts

    ବିଭୁ ପ୍ରସାଦ ଦେହୁରୀ ବିଜେଡିରୁ ନିଲମ୍ବିତ

    ଭୁବନେଶ୍ୱର: ଢେଙ୍କାନାଳ ସଦର ବ୍ଲକର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ଦଳରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ୟ୍ୟରେ ସମ୍ପୃକ୍ତ ଥିବାରୁ ତାଙ୍କୁ ନିଲମ୍ବନ କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ ବୋଲି ଉପସଭାପତି…

    ବାବୁ ସିଂଙ୍କ ମାଡ଼ ତତ୍ତ୍ବ: ମଦୁଆଙ୍କୁ ରାସ୍ତାରେ ହେବ ମାଡ଼

    ଭୁବନେଶ୍ୱର: ରାସ୍ତାରେ ଦେଖିଲେ ମଦୁଆଙ୍କୁ ମାଡ଼ ହେବ ବୋଲି ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ସେପଟେ ନିଶାମୁକ୍ତ ଓଡ଼ିଶା ପାଇଁ କଠୋର ଅବକାରୀ ଆଇନ୍‌ ଆଣୁଛନ୍ତି ରାଜ୍ୟ ସରକାର । ବେଇଆଇନ ନିଶାମୁକ୍ତ ଅଭିଯାନ…

    Leave a Reply

    Your email address will not be published. Required fields are marked *

    You Missed

    ବିଭୁ ପ୍ରସାଦ ଦେହୁରୀ ବିଜେଡିରୁ ନିଲମ୍ବିତ

    ବିଭୁ ପ୍ରସାଦ ଦେହୁରୀ ବିଜେଡିରୁ ନିଲମ୍ବିତ

    ରାସ୍ତା କଡ଼ ନାଳକୁ ଖସିଲା ହାଇଓ୍ବା

    ରାସ୍ତା କଡ଼ ନାଳକୁ ଖସିଲା ହାଇଓ୍ବା

    ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀ ମୃତ

    ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀ ମୃତ

    କରୋନା: ଦେଶରେ ଆକ୍ଟିଭ କେସ୍‌ ୪ ହଜାରର ନିକଟତର

    କରୋନା: ଦେଶରେ ଆକ୍ଟିଭ କେସ୍‌ ୪ ହଜାରର ନିକଟତର

    ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ, ହଂସ ଦାରୁକା ଓଡ଼ିଶା ଟପ୍ପର

    ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ, ହଂସ ଦାରୁକା ଓଡ଼ିଶା ଟପ୍ପର

    ବଢ଼ିଲା ଯୁକ୍ତ ୩ ନାମଲେଖା ଅବଧି