ହୋଟେଲରେ ଅଗ୍ନିକାଣ୍ଡ : ୧୪ ମୃତ

କୋଲକାତା: କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ । ହୋଟେଲରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ । କୋଲକାତାର ମେଛୁଆପତି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ୧୪ ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଅନେକ ଲୋକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ମଙ୍ଗଳବାର ବିଳମ୍ୱିତ ରାତିରେ ଘଟିଥିଲା। ଖବର ପାଇ ତୁରନ୍ତ ଘଟଣାସ୍ଥଲରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ଓ ପୋଲିସ । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଜୀବନ ବଞ୍ଚାଇବା ପାଇଁ ଅନେକ ଲୋକ ହୋଟେଲ କୋଠାରୁ ଡେଇଁ ପଡ଼ିଥିଲେ। କୋଲକାତା ପୋଲିସ କମିଶନର ମନୋଜ କୁମାର ବର୍ମା କହିଛନ୍ତି, ଶ୍ରଦ୍ଧାରାଜ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ୟ୍ୟ ଚାଲିଛି। ଅଧିକ ତଦନ୍ତ ଚାଲିଛି। ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ମଧ୍ୟ ଗଠନ କରାଯାଇଛି।

  • Garvita Odia

    Related Posts

    ୨୮ରେ କୋଭିଡ୍‌ ସମୀକ୍ଷା ବୈଠକ

    ନୂଆଦିଲ୍ଲୀ : ଦେଶରେ ଲଗାତାର କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ଆସନ୍ତା ୨୮ ତାରିଖରେ କୋଭିଡ୍‌ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିବ । ଏହି ବୈଠକରେ ସମସ୍ତ…

    ୩ୟ ସନ୍ତାନ ପାଇଁ ବି ମହିଳା ମାତୃତ୍ଵ ଛୁଟି ନେଇପାରିବେ:ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: କାର୍ୟ୍ୟସ୍ଥଳରେ ମହିଳାମାନଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଶନିବାର ଏକ ଗୁରତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ମାତୃତ୍ଵ ଛୁଟି ମହିଳାମାନଙ୍କର ଏକ ସାମ୍ବିଧାନିକ ଅଧିକାର। ଏପରି କି ୩ୟ ସନ୍ତାନ ପାଇଁ ବି ମହିଳା ଏହି ଛୁଟି ନେଇପାରିବେ ବୋଲି କହିଛନ୍ତି ସର୍ବୋଚ୍ଚ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

    ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

    ୨୮ରେ କୋଭିଡ୍‌ ସମୀକ୍ଷା ବୈଠକ

    ୨୮ରେ କୋଭିଡ୍‌ ସମୀକ୍ଷା ବୈଠକ

    ୩ୟ ସନ୍ତାନ ପାଇଁ ବି ମହିଳା ମାତୃତ୍ଵ ଛୁଟି ନେଇପାରିବେ:ସୁପ୍ରିମକୋର୍ଟ

    ୩ୟ ସନ୍ତାନ ପାଇଁ ବି ମହିଳା ମାତୃତ୍ଵ ଛୁଟି ନେଇପାରିବେ:ସୁପ୍ରିମକୋର୍ଟ

    ବେଆଇନ ଖଣି ଖନନର ତଦନ୍ତ ପାଇଁ ଏସଆଇଟି ଗଠନ

    ବେଆଇନ ଖଣି ଖନନର ତଦନ୍ତ ପାଇଁ ଏସଆଇଟି ଗଠନ

    ନୀତି ଆୟୋଗ ବୈଠକ: ଟିମ୍‌ ଇଣ୍ଡିଆ ଭଳି କାର୍ଯ୍ୟ କରନ୍ତୁ ଦେଶ-ରାଜ୍ୟ- ମୋଦୀ

    ନୀତି ଆୟୋଗ ବୈଠକ: ଟିମ୍‌ ଇଣ୍ଡିଆ ଭଳି କାର୍ଯ୍ୟ କରନ୍ତୁ ଦେଶ-ରାଜ୍ୟ- ମୋଦୀ

    ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଟ୍ୟୁସନ ସାରଙ୍କୁ ୨୦ ବର୍ଷ ଜେଲ୍

    ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଟ୍ୟୁସନ ସାରଙ୍କୁ ୨୦ ବର୍ଷ ଜେଲ୍