
ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହ୍ରାସ ଯୋଗୁଁ ରାଜ୍ୟରେ ମୋଟ ୪୬୧୯ଟି ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟ ବିଦ୍ୟାଳୟ ସହ ମିଶାଇ ଦିଆଯାଇଛି । ସେଥିମଧ୍ୟରେ ଅନୁଗୁଳର
୧୪୮,ବାଲେଶ୍ୱରର୧୦୪,ବରଗଡର୨୦୩,ଭଦ୍ରକର୧୮୩,ବଲାଙ୍ଗୀରର୧୩୮,ବୌଦ୍ଧର୧୦୯,କଟକର୩୯୩,ଦେବଗଡର ୬୮, ଢେ଼ଙ୍କାନାଳର୧୫୫,ଗଜପତିର ୨୪୭,ଗଂଜାମର ୩୨୬,ଜଗତସିଂହପୁର ୧୮୯, ଯାଜପୁରର୨୮୩,ଝାରସୁଗୁଡାର୬୫,କଳାହାଣ୍ଡିର୧୫୪,କନ୍ଧମାଳର୧୮୧,କେନ୍ଦ୍ରାପଡ଼ାର୧୯୫, କେନ୍ଦୁଝରର ୫୩, ଖୋର୍ଦ୍ଧାରେ ୧୩୩, କୋରାପୁଟର୨୪୮, ମାଲକାନଗିରିର ୪୩, ମୟୂରଭଞ୍ଜର ୩୦୮, ନବରଙ୍ଗରପୁରର୧୧୦,ନୟାଗଡ଼ର ୮୮ ନୂଆପଡ଼ାର ୧୦୧, ପୁରୀର୦, ରାୟଗଡାର ୮୦, ସମ୍ବଲପୁରର୧୨୫,ସୋନପୁରର୬୧ଓ ସୁନ୍ଦରଗଡର ୧୨୮ଟି ସ୍କୁଲ ଅଛି । ସେହିପରି ୫ଟି ଜିଲ୍ଲାର ୪୪ଟି ସ୍କୁଲକୁ ପୁଣି ଖୋଲାଯାଇଛି । ସେଥିମଧ୍ୟରେ ବରଗଡ଼ର ୭, ଯାଜପୁରର ୩, ଢେ଼ଙ୍କାନାଳର ୨୨, ଦେବଗଡର ୧୦ ଓ ଖୋର୍ଦ୍ଧାର ୨ଟି ସ୍କୁଲ ଅଛି । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପଶ୍ନରେ ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।