ଘୋଷଣା କଲେ ଟ୍ରମ୍ପ: ଯୁଦ୍ଧ ବିରତି ପାଇଁ ଥାଇଲାଣ୍ଡ ଓ କାମ୍ୱୋଡିଆ ରାଜି

ନୂଆଦିଲ୍ଲୀ:ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି ଥାଇଲାଣ୍ଡ ଓ କାମ୍ୱୋଡିଆ । ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଶନିବାର ରାତିରେ ଏହି ଘୋଷଣା କରିଛନ୍ତି । ଉଭୟ ଦେଶ ଏକାଠି ବସି କଥାବାର୍ତ୍ତା ପାଇଁ ରାଜି ହୋଇଥିବା ଟ୍ରମ୍ପ ଘୋଷଣା କରିଛନ୍ତି । ଏହି ଦୁଇ ପାରମ୍ପାରିକ ଦେଶ ମଧ୍ୟରେ ଗତ ୩ ଦିନ ହେବ ଯୁଦ୍ଧ ଜାରି ରହିଛି । ଯେଉଁଥିରେ ଉଭୟ ଦେଶର ୩୦ ଜଣ ପ୍ରାଣ ହରାଇଛନ୍ତି ।

ଆଉ ୧ ଲକ୍ଷ ୩୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ଥାଇଲାଣ୍ଡ ସହ ନିଃସର୍ତ୍ତ ଅସ୍ତ୍ରବିରତି ପାଇଁ କାମ୍ୱୋଡିଆ ଅପିଲ କରିଥିଲା । ଥାଇଲାଣ୍ଡ ମଧ୍ୟ ଆଲୋଚନା ପ୍ରସ୍ତାବ ଦେଇଥିଲା । ତେବେ ଦୁଇ ଦେଶ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରି ଉଭୟ ଥାଇଲାଣ୍ଡ ଓ କାମ୍ବୋଡିଆ ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ସହିତ ପୃଥକ୍ ପୃଥକ୍ ଭାବେ ଆଲୋଚନା କରିଛନ୍ତି ।

  • Garvita Odia

    Related Posts

    ବିରୋଧୀଙ୍କ ହଙ୍ଗାମାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି

    ନୂଆଦିଲ୍ଲୀ: ଆଜି ବି ଚାଲିପାରୁନି ସଂସଦ ମୌସୁମୀ ଅଧିବେଶନ । ଆରମ୍ଭରୁ ବିରୋଧୀଙ୍କ ପ୍ରବର ହଙ୍ଗାମା । ବାରମ୍ବାର ଗୃହ ମୁଲତବୀ ଘୋଷଣା ହୋଇଛି । ରାଜ୍ୟସଭା ଅପରାହ୍ନ ୨ଟା ଓ ଲୋକସଭାକୁ ଅପରାହ୍ନ ୧ଟା ଯାଏ ମୁଲତବୀ ହୋଇଛି ।…

    ୯ ହଜାର ଔଷଧର କ୍ବାଲିଟି ଖରାପ

    ନୂଆଦିଲ୍ଲୀ: ଔଷଧର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଗତ ତିନି ବର୍ଷରେ ସାରା ଦେଶରେ ଔଷଧର ୩ ଲକ୍ଷରୁ ଅଧିକ ସାମ୍ପଲ ଟେଷ୍ଟ କରାଯାଇଛି, ଯେଉଁଥିରେ ୯୦୦୦ ରୁ ଅଧିକ ଔଷଧ ଖରାପ କ୍ବାଲିଟିର ମିଳିଛି। ୯୫୧ ଔଷଧ ହୁଏତ ନକଲି…

    Leave a Reply

    Your email address will not be published. Required fields are marked *

    You Missed

    କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ

    କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ

    ଆଜି ଏହି ଜିଲାରେ ପ୍ରବଳ ବର୍ଷିବ

    ଆଜି ଏହି  ଜିଲାରେ ପ୍ରବଳ ବର୍ଷିବ

    ଭଦ୍ରକ ଓ ଯାଜପୁରରେ ଆଉ ବନ୍ୟା ସ୍ଥିତି ନାହିଁ :ସର୍ବୋଚ୍ଚ ଯନ୍ତ୍ରୀ

    ଭଦ୍ରକ ଓ ଯାଜପୁରରେ ଆଉ ବନ୍ୟା ସ୍ଥିତି ନାହିଁ :ସର୍ବୋଚ୍ଚ ଯନ୍ତ୍ରୀ

    ବିରୋଧୀଙ୍କ ହଙ୍ଗାମାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି

    ବିରୋଧୀଙ୍କ ହଙ୍ଗାମାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି

    ବନ କର୍ମଚାରୀଙ୍କୁ ଟେଷ୍ଟର ଭୁସିଦେଲେ ଜେଲ ଫେରନ୍ତା ଶିକାରୀ

    ବନ କର୍ମଚାରୀଙ୍କୁ ଟେଷ୍ଟର ଭୁସିଦେଲେ  ଜେଲ ଫେରନ୍ତା ଶିକାରୀ

    ରାଜ୍ୟରେ ସ୍ଥାଣୁ ସରକାର ଚାଲିଛି : ପ୍ରସନ୍ନ ଆଚାର୍ୟ୍ୟ

    ରାଜ୍ୟରେ ସ୍ଥାଣୁ ସରକାର ଚାଲିଛି : ପ୍ରସନ୍ନ ଆଚାର୍ୟ୍ୟ