ନବ ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌

ଝାରସୁଗୁଡ଼ା : ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌ । ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ତୃତୀୟ ଦିନରେ ଚଢାଉ ଜାରି ରହିଛି ।
ଗୁରୁବାର ଦିନ ଆୟକର ବିଭାଗ ପକ୍ଷରୁ ନବ ଦାସଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା । ଶୁକ୍ରବାର ବି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ଆୟକର ବିଭାଗ । ଏହିକ୍ରମରେ ଶନିବାର ମଧ୍ୟ ବାସଭବନ ସମେତ ଅନେକ ସ୍ଥାନରେ ଚଢାଉ କରିଛି ଆୟକର ବିଭାଗ । ଯେଉଁଥିରେ ୧୨୦ରୁ ଅଧିକ ଆୟକର ଅଧିକାରୀ ସାମିଲ ଅଛନ୍ତି । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଝାରସୁଗୁଡ଼ାରେ ୩ଟି, ସମ୍ବଲପୁରରେ ୪ଟି, ସୁନ୍ଦରଗଡ଼ରେ ୨ଟି ସହ ଭୁବନେଶ୍ୱର, ନୂଆଦିଲ୍ଲୀ ରହିଛି । ଚଢାଉ ସମୟରେ ଶୃଙ୍ଖଳା ଭଙ୍ଗ ଆଶଙ୍କାରେ ଅନେକ ସ୍ଥାନରେ ସିଆର୍‌ପିଏଫ୍ ଯବାନ ନିୟୋଜିତ ହୋଇଛନ୍ତି ।

  • Garvita Odia

    Related Posts

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ବ୍ରହ୍ମପୁର : ଗୋପାଳପୁର ବେଳାଭୂମିରେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତା ଶୁକ୍ରବାର ବ୍ରହ୍ମପୁର ମଣ୍ଡଳ କାରାଗାର ଭିତରକୁ ଯାଇ ୬ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି। କୋର୍ଟଙ୍କ ଅନୁମତି ପ୍ରକାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅନୁଷ୍ଠିତ ଟିଆଇ ପରେଡ଼ରେ ପୀଡ଼ିତା…

    ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ

    ଜଳେଶ୍ବର: ପରକୀୟା ପ୍ରୀତିରୁ କରୁଣ ପରିଣତି । ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଗୋବରଘଟା ଗ୍ରାମପଞ୍ଚାୟତ ଅଗ୍ରୱାଲା ଛକ ଅଞ୍ଚଳରୁ । ସ୍ତ୍ରୀ ଓ ପ୍ରେମିକକୁ…

    Leave a Reply

    Your email address will not be published. Required fields are marked *

    You Missed

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ

    ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ

    ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ

    ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ

    ନବ ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌

    ନବ ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌

    ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

    ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ