ଡେପୁଟି କଲେକ୍ଟର ନିଲମ୍ବିତ

ଭବାନୀପାଟଣା : କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ୟ୍ୟରୁ ନିଲମ୍ବିତ କରିଛନ୍ତି। ୨୦୨୦ ରୁ ୨୦୨୨ମସିହାରେ ଭୁବନେଶ୍ୱର ଅତିରିକ୍ତ ତହସିଲଦାର ଥିବାବେଳେ ତାଙ୍କ ବିରୁଦ୍ଧରେ ଦୁର୍ନୀତି କରିଥିବା ଅଭିଯୋଗ ହେଇଥିଲା। ଏହାର ତଦନ୍ତ କରି ଆଜି ରାଜସ୍ବ ବିଭାଗ ତାଙ୍କୁ ନିଲମ୍ବନ କରିଛି। ଶ୍ରୀ ପିଲ୍ଲା ଏଠାରେ ସାଧାରଣ ପ୍ରଶାସନ ଓ ବିବିଧ ଶାଖା ବିଭାଗର ଡେପୁଟି କଲେକ୍ଟର ଭାବେ କାର୍ୟ୍ୟ କରୁଛନ୍ତି।

  • Garvita Odia

    Related Posts

    ଆଜି ଫୁଲବାଣୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

    ଫୁଲବାଣୀ: ଆଜି ଫୁଲବାଣୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ଏନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି । ମୁଖ୍ୟମନ୍ତ୍ରୀ ଫୁଲବାଣୀ ସହର ଉପକଣ୍ଠ ତିଲକପଡ଼ା ଠାରେ ନିର୍ମିତ ସରକାରୀ…

    ଏନକାଉଣ୍ଟର: ମାଓନେତା ଭାସ୍କର ମୃତ

    ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ହୋଇଥିବା ଏନକାଉଣ୍ଟରରେ ଆଉ ଜଣେ ଦୁର୍ଦାନ୍ତ ନକ୍ସଲ ମୃତ୍ୟୁବରଣ କରିଛି। ଦୁଇ ଦିନ ତଳେ କେନ୍ଦ୍ରୀୟ କମିଟିର ସଦସ୍ୟ ସୁଧାକରର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଏନକାଉଣ୍ଟରରେ ଆଉ ଜଣେ ଆଗଧାଡ଼ିର…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଫୁଲବାଣୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

    ଆଜି ଫୁଲବାଣୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

    ଏନକାଉଣ୍ଟର: ମାଓନେତା ଭାସ୍କର ମୃତ

    ଏନକାଉଣ୍ଟର: ମାଓନେତା ଭାସ୍କର ମୃତ

    ତିନି ରଥରେ ଉଠିଲା ଚାରିନାହାକା

    ତିନି ରଥରେ ଉଠିଲା ଚାରିନାହାକା

    ଶୋଇଥିବାବେଳେ ଘର ଉପରକୁ ବୋମାମାଡ଼

    ଶୋଇଥିବାବେଳେ ଘର ଉପରକୁ ବୋମାମାଡ଼

    ୫ କନେଷ୍ଟବଳ ସସ୍‌ପେଣ୍ଡ୍

    ୫ କନେଷ୍ଟବଳ ସସ୍‌ପେଣ୍ଡ୍

    ଓଲଟିଲା ଡଙ୍ଗା,ଜଣେ ନିଖୋଜ

    ଓଲଟିଲା  ଡଙ୍ଗା,ଜଣେ ନିଖୋଜ