ବାଇକକୁ ଧକ୍କା ଦେଲା ବସ୍, ୨ ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ କୁଚିଣ୍ଡା ଝାରସୁଗୁଡ଼ା ଜାତୀୟ ରାଜପଥ ୪୯ଶିରିଆପାଲିଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କ୍ଷ ବସ୍- ବାଇକକୁ ଧକ୍କା ଦେବାରୁ ବାଇକରେ ଥିବା ଦୁଇ ଆରୋହି ମୃତ କ୍ଷ

ମୃତକମାନେ ଶିରିଆପାଲିର ମନୋଜ ମେହେର (୪୫) ଏବଂ ସୁଶାନ୍ତ ମେହେର (୪୦) ବୋଲି ସୂଚନା ମିଳିଛି । ପୋଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କରି ଦୁର୍ଘଟଣା ଗ୍ରସ୍ତ ବାଇକ ଏବଂ ବସକୁ ଜବତ କରିଛି ।

  • Garvita Odia

    Related Posts

    ଆଜି ଫୁଲବାଣୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

    ଫୁଲବାଣୀ: ଆଜି ଫୁଲବାଣୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ଏନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି । ମୁଖ୍ୟମନ୍ତ୍ରୀ ଫୁଲବାଣୀ ସହର ଉପକଣ୍ଠ ତିଲକପଡ଼ା ଠାରେ ନିର୍ମିତ ସରକାରୀ…

    ଏନକାଉଣ୍ଟର: ମାଓନେତା ଭାସ୍କର ମୃତ

    ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ହୋଇଥିବା ଏନକାଉଣ୍ଟରରେ ଆଉ ଜଣେ ଦୁର୍ଦାନ୍ତ ନକ୍ସଲ ମୃତ୍ୟୁବରଣ କରିଛି। ଦୁଇ ଦିନ ତଳେ କେନ୍ଦ୍ରୀୟ କମିଟିର ସଦସ୍ୟ ସୁଧାକରର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଏନକାଉଣ୍ଟରରେ ଆଉ ଜଣେ ଆଗଧାଡ଼ିର…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଫୁଲବାଣୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

    ଆଜି ଫୁଲବାଣୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

    ଏନକାଉଣ୍ଟର: ମାଓନେତା ଭାସ୍କର ମୃତ

    ଏନକାଉଣ୍ଟର: ମାଓନେତା ଭାସ୍କର ମୃତ

    ତିନି ରଥରେ ଉଠିଲା ଚାରିନାହାକା

    ତିନି ରଥରେ ଉଠିଲା ଚାରିନାହାକା

    ଶୋଇଥିବାବେଳେ ଘର ଉପରକୁ ବୋମାମାଡ଼

    ଶୋଇଥିବାବେଳେ ଘର ଉପରକୁ ବୋମାମାଡ଼

    ୫ କନେଷ୍ଟବଳ ସସ୍‌ପେଣ୍ଡ୍

    ୫ କନେଷ୍ଟବଳ ସସ୍‌ପେଣ୍ଡ୍

    ଓଲଟିଲା ଡଙ୍ଗା,ଜଣେ ନିଖୋଜ

    ଓଲଟିଲା  ଡଙ୍ଗା,ଜଣେ ନିଖୋଜ