ଭୁଜ ଏୟାରବେସରେ ରାଜନାଥ

ଗାନ୍ଧୀନଗର: ଭୁଜ ଏୟାରବେସରେ ରାଜନାଥ ସିଂହ । ଗୁଜୁରାଟ ସ୍ଥିତ ଲ ଭୁଜ ଏୟାରବେସରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ । ସ୍ବତନ୍ତ୍ର ବିମାନରେ ଯାଇ ପହଞ୍ଚିଲେ ରାଜନାଥ । ବୀର ଯବାନଙ୍କ ସହ କରିବେ ଆଲୋଚନା । ଅପରେସନ ସିନ୍ଦୂର ପରେ ବୀରଙ୍କ ସଫଳତା ଓ ସାହସକୁ ପ୍ରଶଂସା କରି ବାୟୁବୀରଙ୍କ ସହ କରିବେ ଆଲୋଚନା । ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ୬ ଦିନ ହୋଇଥିବା ବେଳେ ଉଭୟ ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀ ବୀର ଯବାନଙ୍କୁ ବିଭିନ୍ନ ସମୟରେ ଭେଟି ସେମାନଙ୍କ ମନୋବଳ ବଢାଉଛନ୍ତି ।

ତେବେ ଗତକାଲି ଶ୍ରୀନଗର ଯାଇ ଯବାନଙ୍କୁ ଭେଟିଥିଲେ ରାଜନାଥ । ଅପରେସନ ସିନ୍ଦୂରର ବଡ଼ ସଫଳତା ଏବଂ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ଶ୍ରୀନଗର ଯାଇ ଯବାନଙ୍କୁ ଭେଟିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବାଦାମୀବାଗ୍ କ୍ୟାଣ୍ଟନମେଣ୍ଟରେ ବୀର ଯବାନଙ୍କ ସାହସକୁ ସଲାମ୍ କରି ଯବାନଙ୍କ ମନୋବଳ ବଢାଇଥିଲେ । ତାସହ ପାକ୍ ଉପରେ ପ୍ରହାର କରିଥିଲେ ରାଜନାଥ ।

  • Garvita Odia

    Related Posts

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ନୂଆଦିଲ୍ଲୀ: ଆଜିଠୁ ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅଗଷ୍ଟ ୨୧ ତାରିଖ ପର୍ୟ୍ୟନ୍ତ ଏହା ଚାଲିବ।ଅଗଷ୍ଟ ୨୧ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସରକାର ୧୫ଟି ନୂଆ ଓ ପୁରୁଣା ବିଧେୟକକୁ ଗୃହୀତ କରିବାକୁ ଯୋଜନା…

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ନୂଆଦିଲ୍ଲୀ: ୨୦୦୬ରେ ମୁମ୍ବାଇର ସିରିଏଲ୍‍ ଲୋକାଲ୍‍ ଟ୍ରେନ୍‍ ବିସ୍ଫୋରଣ ମାମଲାରେ ମହାରାଷ୍ଟ୍ର ସରକାରଙ୍କୁ ଏକ ବଡ ଝଟକା ଲାଗିଛି । ଘଟଣାରେ ମୁମ୍ବାଇ ହାଇକୋର୍ଟ ସମସ୍ତ ୧୧ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ପୂର୍ବରୁ ବିଚାର ସମୟରେ ଜଣେ ଅଭିଯୁକ୍ତଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

    ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ଉଦିତ ପ୍ରଧାନ ଗିରଫ ଘଟଣା: କଂଗ୍ରେସ କମିଟି ଗଠନ

    ଉଦିତ ପ୍ରଧାନ ଗିରଫ  ଘଟଣା: କଂଗ୍ରେସ କମିଟି ଗଠନ

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର