ସେକ୍ସଟର୍ସନ ସର୍ଦ୍ଦାର ଗିରଫ

କଟକ: ପୁଲିସ ହାତରେ ସେକ୍ସଟର୍ସନ ସର୍ଦ୍ଦାର । ଦିଲ୍ଲୀରୁ ଉଠାଇ ଆଣିଲା କଟକ କମିଶନନେଟର ସ୍ବତନ୍ତ୍ର ଟିମ୍‌ । ଜଣେ ନାଇଜେରିଆନ ଯୁବକକୁ ଦିଲ୍ଲୀରୁ ଗିରଫ କରିବା ପରେ ଟ୍ରାନଜିଟ୍‌ ରିମାଣ୍ଡରେ ଆଣିଲା ପୁଲିସ । ଅଭିଯୁକ୍ତ ପାଖରୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଫେକ୍‌ ଆଇଡିରେ ଯୁବତୀଙ୍କୁ କରୁଥିଲା ଟାର୍ଗେଟ । ନିଜକୁ ଡାକ୍ତର କହି ଯୁବତୀଙ୍କ ସହ ବାନ୍ଧୁଥିଲା ସର୍ମ୍ପକ । ନିଜର ପରିଚୟ ଲୁଚାଇ ଫେସବୁକରୁ ନେଉଥିଲା ହ୍ବାଟସଅପ ନମ୍ବର । ଫୋନ ନମ୍ବର ପାଇବା ପରେ ଆରମ୍ଭ କରୁଥିଲା ଅପରେସନ ସେକ୍ସଟର୍ସନ । ସର୍ମ୍ପକ ସ୍ଥାପନ କରି ଭଏସ କଲ ଓ ମେସେଜରେ କଥା ହେଉଥିଲା । କୌଶଳକ୍ରମେ ନ୍ୟୁଡ୍ ଭିଡିଓ ପାଇବା ପରେ ବ୍ଲାକମେଲ କରୁଥିଲା । ମୋଟା ଅଙ୍କର ଟଙ୍କା ନଦେଲେ ଭିଡିଓ ଭାଇରାଲ ଧମକ ଦେଉଥିଲା । ପୁଲିସ ହାତରେ ଅଭିଯୁକ୍ତର ୮ ସିମ କାର୍ଡ ଓ ୫ଟି ମୋବାଇଲ ଫୋନ । ୩ହଜାର ଯୁବତୀଙ୍କୁ ସେକ୍ସଟର୍ସନ ପାଇଁ କରିଥିଲା ତାଲିକା । କଟକର ଜଣେ ଯୁବତୀଙ୍କୁ ବ୍ଲାକମେଲ କରିବା ପରେ ଆତ୍ମହତ୍ୟା କରିଥିଲେ ।

  • Related Posts

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    ନବରଙ୍ଗପୁର: ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କଲେ ଦୁର୍ବୃତ୍ତ। ଏଭଳି ଜଘନ୍ୟ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ଅଞ୍ଚଳରୁ। ରବିବାର ଗାଁ ପାଖ ପଡ଼ିଆ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ଦୁଷ୍କର୍ମ ପରେ…

    ବୌଦ୍ଧ ଏମଭିଆଇଙ୍କ ୩୬ଟି ପ୍ଲଟ୍‌ ଠାବ

    ଭୁବନେଶ୍ୱର: ବୌଦ୍ଧ ଏମଭିଆଇ ଗୋଲପ ଚନ୍ଦ୍ର ହାଁସଦାଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ଜାରି ରହିଛି । ଏହି ଚଢାଉ ବେଳେ ଗୋଟିଏ ବହୁମହଲା କୋଠା, ୩୬ଟି ପ୍ଲଟ୍, ପ୍ରାୟ ୨୫୦ ଗ୍ରାମ ସୁନା, ୨.୩୮ ଲକ୍ଷ ଟଙ୍କାରୁ ଅଧିକ ନଗଦ,…

    Leave a Reply

    Your email address will not be published. Required fields are marked *

    You Missed

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    କେନାଲକୁ ଖସିଲା କାର୍:୧୧ ମୃତ

    କେନାଲକୁ ଖସିଲା କାର୍:୧୧ ମୃତ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ