ଆଜି କଟକ ଜିଲ୍ଲାରେ ଛୁଟି ବାତିଲ

କଟକ: ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଏବଂ ଜଳବନ୍ଦୀ ପରିସ୍ଥିତି ହେତୁ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି କଟକ ଜିଲ୍ଲାର ସମସ୍ତ ସରକାରୀ କାର୍ୟ୍ୟାଳୟ ଖୋଲା ରହିବ। ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଖିଲାପ କଲେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। କଟକ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ୟ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

  • Garvita Odia

    Related Posts

    ମନ୍ କି ବାତ୍‌:ମୟୂରଭଞ୍ଜ ଓ କେନ୍ଦୁଝର କଥା କହିଲେ

    ନୂଆଦିଲ୍ଲୀ: ରେଡ଼ିଓ କାର୍ୟ୍ୟକ୍ରମ ମନ୍ କି ବାତ୍‌ର ୧୨୪ତମ ସଂସ୍କରଣରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ୧୦ତମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେବା ସହିତ…

    ବିପଦ ସଙ୍କେତ ଉପରେ ବୋହୁଛି ଜଳକା, ବୈତରଣୀ

    ଭଦ୍ରକ : ଲଗାଣ ବର୍ଷା ଯୋଗୁ ଜଳକା, ବୈତରଣୀ ବିପଦ ସଙ୍କେତ ଉପରେ ବୋହୁଛି। ସୁବର୍ଣ୍ଣରେଖା ଦ୍ରୁତଗତିରେ ଫୁଲିବାରେ ଲାଗିଛି। ଫଳରେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବନ୍ୟା…

    Leave a Reply

    Your email address will not be published. Required fields are marked *

    You Missed

    ମନ୍ କି ବାତ୍‌:ମୟୂରଭଞ୍ଜ ଓ କେନ୍ଦୁଝର କଥା କହିଲେ

    ମନ୍ କି ବାତ୍‌:ମୟୂରଭଞ୍ଜ  ଓ କେନ୍ଦୁଝର କଥା କହିଲେ

    ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

    ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

    ବିପଦ ସଙ୍କେତ ଉପରେ ବୋହୁଛି ଜଳକା, ବୈତରଣୀ

    ବିପଦ ସଙ୍କେତ ଉପରେ ବୋହୁଛି ଜଳକା, ବୈତରଣୀ

    ୪ର୍ଥ ଟେଷ୍ଟ: ଭାରତ ୨ୟ ପାଳିରେ ୧୭୪/୨

    ୪ର୍ଥ ଟେଷ୍ଟ: ଭାରତ ୨ୟ ପାଳିରେ ୧୭୪/୨

    ଦଳାଚକଟା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

    ଦଳାଚକଟା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

    ସତର୍କ ସଙ୍କେତ ଟପିଲା ସୁବର୍ଣ୍ଣରେଖା ଜଳସ୍ତର

    ସତର୍କ ସଙ୍କେତ ଟପିଲା ସୁବର୍ଣ୍ଣରେଖା ଜଳସ୍ତର