ଏହି ୬ଟି ଗୁଣକୁ ଝିଅମାନେ ଲୁଚାନ୍ତି କାହିଁକି ?

ଝିଅଙ୍କ ମଧ୍ୟରେ ଏମିତି ଅନେକ ଗୁଣ ଥାଏ, ଯାହାକୁ ସେମାନେ ଲୁଚାଇ ଥାଆନ୍ତି । ଏହି ଗୁଣ ଦ୍ୱାରା ପୁଅମାନେ ତାଙ୍କ ଆଡ଼କୁ ଆକର୍ଷିତ ହେଉଥିଲେ ମଧ୍ୟ ଝିଅମାନେ ସହଜରେ ସେହି ଗୁଣକୁ କାହା ସାମ୍ନାରେ ଦେଖାନ୍ତି ନାହିଁ । ଏ ବିଷୟରେ ଜାଣିବା ପରେ ସେ ୬ଟି ଗୁଣ କ’ଣ ବୋଲି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ । ତେବେ ଆସନ୍ତୁ ଜାଣିବା ଝିଅମାନଙ୍କର ସେହି ୬ଟି ଗୁଣ ବିଷୟରେ

୧. ଝିଅମାନେ ପୁଅମାନଙ୍କଠାରୁ ସାଧାରଣ ଭାବେ ଅଧିକ ରୋମାଣ୍ଟିକ ହୋଇଥାଆନ୍ତି । ସବୁ ଝିଅଙ୍କ ମଧ୍ୟରେ ରୋମାନ୍ସ କରିବାର ଇଚ୍ଛା ଥାଏ । କିନ୍ତୁ ସେମାନେ ଏ ବିଷୟରେ କାହା ସହ ଆଲୋଚନା ନ କରିବା ସହ କାହା ସାମ୍ନାରେ ଏ ଗୁଣକୁ ପରି ପ୍ରକାଶ କରନ୍ତି ନାହିଁ ।

୩.ଝିଅମାନେ ପାର୍ଟିକୁ ଯିବା ଏବଂ ବିଳମ୍ବିତ ରାତି ପର୍ୟ୍ୟନ୍ତ ସାଙ୍ଗମାନଙ୍କ ସହ ମଜା କରିବାକୁ ବହୁତ ପସନ୍ଦ କରିଥାଆନ୍ତି । କିନ୍ତ ପରିବାର ତରଫରୁ ଏ ସବୁ କରିବା ପାଇଁ ମନା କରାଯାଉଥିବାରୁ, ସେମାନେ ଏପରି କରିବା ପସନ୍ଦ କରନ୍ତି ନାହିଁ ବୋଲି ସମସ୍ତଙ୍କୁ କହି ଥାଆନ୍ତି ।

୪.ସବୁ ଝିଅମାନେ ଝାନ୍ସିର ରାଣୀଠାରୁ କମ ହୋଇ ନ ଥାନ୍ତି । ସେମାନେ ଚାହିଁଲେ କିଛି ସମୟ ମଧ୍ୟରେ ଜଣେ ଲୋକଙ୍କ ବୁଦ୍ଧିକୁ ଠିକ୍‌ କରି ପାରନ୍ତି । କିନ୍ତୁ ସେମାନେ ଏହା ଏଥି ପାଇଁ କରନ୍ତି ନାହିଁ, କାରଣ ତାଙ୍କ ସାଥୀ ତାଙ୍କୁ ବଞ୍ଚାଇବା ପାଇଁ କିଛି କରୁ ବୋଲି ସେମାନେ ଚାହିଁଥାଆନ୍ତି ।

୫.ସବୁ ଝିଅଙ୍କ ମଧ୍ୟରେ ଛୋଟ ଛୁଆମାନଙ୍କ ପାଇଁ ଭଲପାଇବା ରହିଥାଏ । କିନ୍ତୁ ସେମାନେ ଏହା କାହାକୁ ଦେଖାନ୍ତି ନାହିଁ । ତାଙ୍କର ଛୁଆମାନଙ୍କ ପ୍ରତି ଭଲ ପାଇବା ଦେଖି କେହି ତାଙ୍କୁ ଆଣ୍ଟି ଯେମିତି ନ କହୁ ସେଥିପାଇଁ ସେମାନେ ଏପରି କରିଥାଆନ୍ତି ।

୬.ଝିଅମାନଙ୍କୁ ନିଜର ପ୍ରଶଂସା ଶୁଣିବାକୁ ଅଧିକ ପସନ୍ଦ ବୋଲି ଆପଣମାନେ ଶୁଣିଥିବେ ନିଶ୍ଚୟ । କିନ୍ତୁ ସେମାନେ ନିଜର ପ୍ରଶଂସା ଶୁଣିବା ସହ ଅନ୍ୟକୁ ପ୍ରଶଂସା କରିବାକୁ ମଧ୍ୟ ଚାହିଁ ଥାଆନ୍ତି । ଏପରି କଲେ କାଳେ ସେ ପସନ୍ଦ କରୁଥିବା ପୁଅଟି ତାଙ୍କ ସାମ୍ନାରେ ନିଜକୁ ବଡ଼ ଭାବିବ, ସେଥିପାଇଁ ସେମାନେ ଏହା କରନ୍ତି ନାହିଁ ।

  • Related Posts

    ଭାରତରେ ହୋମିଓପାଥି ଚିକିତ୍ସା

    ୧୦ ଏପ୍ରିଲ, ଭୁବନେଶ୍ୱର: ଆଜି ବିଶ୍ୱ ହୋମିଓପାଥି ଦିବସ ପାଳନ କରାଯାଉଛି। ହୋମିଓପାଥିର ପ୍ରତିଷ୍ଠାତା ଡକ୍ଟର ହାନିମାନଙ୍କ ଜନ୍ମବାର୍ଷିକୀକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ହୋମିଓପାଥି ଦିବସ ୨୦୨୬ ର ବିଷୟବସ୍ତୁ ହେଉଛି ସ୍ଥାୟୀ ସ୍ୱାସ୍ଥ୍ୟ…

    Continue reading
    Homoeopathy in India: Tradition, Trust, and Tomorrow

    10 April, Bhubaneswar: World Homoeopathy Day is being observed today. The day is celebrated to commemorate the birth anniversary of Dr Hahnemann, the founder of Homoeopathy. The theme of World…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ