ଦେଢ଼ ବର୍ଷର ଶିଶୁକୁ ହତ୍ୟା !

ପୁରୀ : ଦେଢ଼ ବର୍ଷର ଶିଶୁକୁ ହତ୍ୟା ! ଶିଶୁ କନ୍ୟାକୁ ମାରି ପୋଖରୀରେ ଫିଙ୍ଗିଦେଲା ମାଆ । ପାରିବାରିକ କଳହର କରୁଣ ପରିଣତି। ଜନ୍ମ କଲା ଦେଢ଼ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ଗଡିଆକୁ ଫିଙ୍ଗି ପଳାଇଲା ମାଆ । ମୃତ ଶିଶୁକୁ ଉଦ୍ଧାର କଲେ ଗ୍ରାମବାସୀ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ସଡାଙ୍ଗୋଇ ଗାଁ ରେ। ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ସୂଚନା ଆନୁସାରେ ସଡଙ୍ଗଇ ଗାଁ ର ସୁବାସ ବରାଳ ସେହି ଗାଁ ଡଲି ପରିଡା ଙ୍କ ଝିଅକୁ ବିବାହ କରିଥିଲେ । ଡଲି ପରିଡାଙ୍କ କହିବା କଥା ତାଙ୍କ ଝିଅକୁ ସବୁବେଳେ ଶାଶୁ ଘର ଲୋକ ହଇରାଣ କରିବା ସହ ମାରପିଟ୍ କରନ୍ତି । ଯାହାକୁ ନେଇ ଏତେ ବଡ଼ ଭୁଲ କରି ବସିଥିବା କହିଛନ୍ତି । ସେପଟେ ଝିଅକୁ ସ୍ତ୍ରୀ ମାରିଦେଇ ଚାଲିଯାଇଥିବା ସୁବାସ ଅଭିଯୋଗ କରିଛନ୍ତି ।

  • Related Posts

    କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର

    ରାଜନଗର : କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର। ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ବଡକୋଲହା ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଘର ପାଖ କେନାଲରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ନାବାଳିକା…

    Continue reading
    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ