ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଚାଣକ୍ୟ ଏଭଳି କହିଛନ୍ତି

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ ଚାଣକ୍ୟ ଏପରି କିଛି କହିଛନ୍ତି, ଯାହା ସାଧାରଣ ଚିନ୍ତାଧାରାରୁ ଅଲଗା ଅଟେ। ଆସନ୍ତୁ ଜାଣିବା ପ୍ରେମକୁ ନେଇ କ’ଣ କହିଛନ୍ତି ଚାଣକ୍ୟ…

-ଚାଣକ୍ୟଙ୍କ ଅନୁସାରେ, ଯାହାକୁ ଆମେ ପ୍ରେମ କରୁ, ତାକୁ ଭୟ କରୁ। ଏଣୁ ପ୍ରେମ ସବୁ ଦୁଃଖର କାରଣ ପାଲଟେ। ଏଣୁ ପ୍ରେମର ବନ୍ଧନରୁ ମୁକୁଳି ସୁଖୀ ଜୀବନ ବିତାଇବା ଉଚିତ। ଯିଏ ପ୍ରେମ କରନ୍ତି ସେମାନେ ହିଁ ଡରିଥାନ୍ତି। କାରଣ ତାଙ୍କୁ ସର୍ବଦା ହରାଇଦେବାର ଭୟ ଥାଏ।
-ଚାଣକ୍ୟ କୁହନ୍ତି, ଯଦି କୌଣସି ପୁରୁଷକୁ ଲାଗେ କି ତାଙ୍କ ସ୍ତ୍ରୀ ସୁନ୍ଦର ନୁହନ୍ତି। ସେ ସର୍ବଦା ତାଙ୍କ ସମ୍ମାନ ହାନୀ କରୁଛନ୍ତି। ତେବେ ତାଙ୍କୁ ପ୍ରଥମେ ନିଜକୁ ଦର୍ପଣରେ ଦେଖି ନେବା ଉଚିତ। ନାରୀ ମଧ୍ୟରେ ଶାରିରିକ ସୁନ୍ଦରତାକୁ ଖୋଜୁଥିବା ଲୋକ ବୁଝିବା ଉଚିତ ଯେ, ସୁନ୍ଦରତା ଶାରିରୀକ ଗଠନରୁ ନୁହେଁ ବରଂ ହୃଦୟରୁ ହେବା ଆବଶ୍ୟକ। ସମସ୍ତଙ୍କ ନିକଟରେ କିଛି ନା କିଛିର ଅଭାବ ରହିଥାଏ। କାରଣ ସଂସାରରେ କୌଣସି ବ୍ୟକ୍ତି ପୂର୍ଣ୍ଣ ନୁହନ୍ତି। ଏଣୁ ବ୍ୟକ୍ତିକୁ ଏହା ବୁଝିବା ଆବଶ୍ୟକ ବୋଲି ସେ କହିଛନ୍ତି।

  • Related Posts

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଭାରତୀୟ ଖାଦ୍ୟରେ ଭାତ ଏକ ମୁଖ୍ୟ ଖାଦ୍ୟ। ତେଣିକି ତାହା ଘରୋଇ ରନ୍ଧା ଭାତ ହେଉ କିମ୍ବା ବିରିୟାନୀ। ଅନେକ ସମୟରେ ଭାତ ଖାଇବା ପରେ ଏଭଳି କିଛି ଖାଦ୍ୟ ଖାଇ ଥାଆନ୍ତି, ଯାହା ପେଟ ପାଇଁ କ୍ଷତିକାରକ ହେବା ସହ…

    ରସଗୋଲା ଦିବସ

    ଭୁବନେଶ୍ୱର: ରସଗୋଲା କାହାକୁ ବା ଭଲ ନ ଲାଗେ । ସମ୍ପର୍କରେ ମିଠାପଣ ଭରେ ଉତ୍ସବରେ ମଧୁରତା ଆଣିଥାଏ ସେ ରସଗୋଲା । ଓଡ଼ିଆ ଘରେ ଅତିଥି ଚର୍ଚ୍ଚା ହେଉ କି ଆନନ୍ଦ ଉଲ୍ଲାସର ମୁହୂର୍ତ୍ତ ସବୁଠି ଲୋଡା ପଡ଼େ ରସଗୋଲା…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା