ମେୟର ନିଜେ କଟକକୁ କଳଙ୍କିତ କରିଛନ୍ତି :ସୋଫିଆ

ଭୁବନେଶ୍ୱର: ରାଜ୍ୟସଭାରେ କ୍ରସ ଭୋଟିଂକୁ ନେଇ ମୁହଁ ଖୋଲିଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । କଟକର ୩ ବିଧାୟକ କ୍ରସ ଭୋଟିଂ କରି କଟକକୁ କଳଙ୍କିତ କରିଛନ୍ତି ବୋଲି କହିଥିଲେ ମେୟର ସୁବାସ ସିଂ । ଯାହାର ଜବାବ ରଖି ସୋଫିଆ କହିଛନ୍ତି, କଟକବାସୀଙ୍କ ପାଇଁ ଯେଉଁଟା ଭଲ ତାହାକୁ ଦୃଷ୍ଟିରେ ରଖି ଆମେ ଭୋଟ ଦେଇଛୁ ।
ଆମେ ରାଜ୍ୟ ରାଜ୍ୟସଭାରେ କ୍ରସ୍ ଭୋଟିଂ କରି କଟକକୁ କଳଙ୍କିତ କରି ନାହୁଁ ବରଂ ମେୟର ନିଜେ କଟକକୁ କଳଙ୍କିତ କରିଛନ୍ତି । ବକ୍ସ ଡ୍ରେନ ପାଖରୁ ଆରମ୍ଭ କରି କଟକ ସହରର କୌଣସି କାମ ମହାନଗର ଠିକ୍ ଭାବରେ କରୁନାହିଁ ଗଣତନ୍ତ୍ରରେ ଲୋକ ହେଉଛି ସବୁ କିଛି । ଲୋକେ ଆମକୁ ଭୋଟ ଦେଇଛନ୍ତି । ତେଣୁ କିଏ କହିଲେ ଆମେ ଖତ ହେବୁ ନାହିଁ ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ