ଭୁବନେଶ୍ବର: ‘ଉତ୍କଳ ବିଶ୍ବବିଦ୍ୟାଳୟ’ରେ ଆଜି ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ଏଠାରେ ଅଣଛାତ୍ରମାନେ ହଷ୍ଟେଲ-୧ ‘ଗୋପବନ୍ଧୁ ଛାତ୍ରବାସ’ର ଫାଟକରେ ତାଲା ପକାଇ ଦେଇଛନ୍ତି। ହଷ୍ଟେଲ ୱାର୍ଡେନକୁ ଭିତରକୁ ପ୍ରବେଶ କରିବା ପାଇଁ ଦେଉନହାନ୍ତିl ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନା ଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଆସନ୍ତାକାଲି ସମସ୍ୟାର ସମାଧାନ ପାଇଁ ବାଟ ଫିଟିପାରେ ବୋଲି ଅନୁମାନ କରାଯାଉଛି। ଅଣଛାତ୍ରମାନେ ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲ-୧ ‘ଗୋପବନ୍ଧୁ ଛାତ୍ରବାସ’ର ଫାଟକରେ ତାଲା ପକାଇ ଦେଇଛନ୍ତି। ହଷ୍ଟେଲ ୱାର୍ଡେନକୁ ଭିତରକୁ ପ୍ରବେଶ କରିବା ପାଇଁ ଦେଉନହାନ୍ତିl ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନା ଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି
ଭୁବନେଶ୍ବର,04/09: ଭୁବନେଶ୍ବର ଏବଂ କଟକ ସହର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ରାସ୍ତା ଖରାପ ହୋଇ ଗଲାଣି। କେଉଁଠି ରାସ୍ତାରୁ ପିଚୁ ଉଠି ଗଲାଣି ତ ଆଉ କେଉଁଠି ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଲୋକମାନେ ଗମନାଗମନରେ ନାହିଁ ନଥିବା…