କେନ୍ଦୁଝର: ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ହେଲିକେପ୍ଟର ଯୋଗେ କେନ୍ଦୁଝରରେ ପହଞ୍ଚିବା ପରେ ଶୂନ୍ୟ ଦୁର୍ଘଟଣା ଦିବସ କାର୍ୟ୍ୟକ୍ରମରେ ଯୋଗଦେବ । ଏହାପରେ ଦରବାର ହଲଠାରେ କେତେକ କାର୍ୟ୍ୟକ୍ରମରେ ସାମିଲ ହେବେ । ଅପରାହ୍ନରେ କେନ୍ଦୁଝରଠାରେ ଚାଲିଥିବା ୧୦ମ ପୁଲିସ ହ୍ୟାଣ୍ଡବଲ ଓ ୭୮ ତମ ପୁଲିସ କବାଡି ପ୍ରତିଯୋଗିତାର ଉଦ୍ଯାପନ ଉତ୍ସବରେ ଯୋଗଦେବା। ସଫଳତା ଅର୍ଜନ କରିଥିବା ଟିମ୍କୁ ପୁରସ୍କୃତ କରିବେ । କେନ୍ଦୁଝର ସର୍କିଟ୍ ହାଉସଠାରେ ରାତ୍ରୀଯାପନ ପରେ ରବିବାର ଭୁବନେଶ୍ୱର ଫେରି ଯିବାର କାର୍ୟ୍ୟକ୍ରମ ରହିଛି ।
ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…



