କେବଳ ଅହଂକାର ପାଇଁ ପରାଜୟ ହେଲା

କଟକ : ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ପୁଣି ବିସ୍ଫୋରକ ବୟାନ । ପୂର୍ବ ସରକାର ମାନେ ବିଜେଡିକୁ ପୁଣି ଥରେ ଟାର୍ଗେଟ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ପରୋକ୍ଷରେ ବିଜେପି ଏବଂ ବିଜେଡିକୁ ଆକ୍ଷେପ କରି କହିଛନ୍ତି ଏହି ପୂର୍ବତନ ବିଧାୟକ ।
ସେ କହିଛନ୍ତି ଯେ, ଓଡ଼ିଆ ଅସ୍ମିତା ପାଇଁ ସରକାର ପରିବର୍ତ୍ତନ ହୋଇନାହିଁ । କେବଳ ଅହଂକାର ପାଇଁ ଆମର ପରାଜୟ ହେଲା । ବିଜେଡି ବନ୍ଧୁମାନେ ଏବେ ବୁଝିବା ଦରକାର । ଅହଂକାରକୁ ଦୂରେଇ ଦେଇଥିଲେ ହୁଏତ ଆମେ ଏଭଳି ପରାଜୟ ଦେଖିବାକୁ ମିଳିନଥାନ୍ତା । ଓଡ଼ିଆ ଅସ୍ମିତାକୁ କେହି ବିପଦରେ ପକାଇ ପାରିବେନାହିଁ । ଓଡ଼ିଆ ଅସ୍ମିତାକୁ ଆମେ ଏପର୍ୟ୍ୟନ୍ତ ଅନୁଭବ କରିପାରୁନାହୁଁ ।

  • Garvita Odia

    Related Posts

    ଗଞ୍ଜାମ ପାଇଁ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ: ମୁଖ୍ୟମନ୍ତ୍ରୀ

    ଦିଗପହଣ୍ଡି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି । ବ୍ରହ୍ମପୁରରେ ମା’ ବୁଢ଼ୀ ଠାକୁରାଣୀ ଅସ୍ଥାୟୀ ପୀଠରେ ପହଞ୍ଚି ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ…

    ମହିଳାଙ୍କ ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିବ କଂଗ୍ରେସ

    ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ୁଥିବା ନାରୀ ନିର୍ୟ୍ୟାତନାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ପରାମର୍ଶକ୍ରମେ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ନାରୀ ନିର୍ୟ୍ୟାତନା ପାଇଁ…

    Leave a Reply

    Your email address will not be published. Required fields are marked *

    You Missed

    ଗଞ୍ଜାମ ପାଇଁ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ: ମୁଖ୍ୟମନ୍ତ୍ରୀ

    ଗଞ୍ଜାମ ପାଇଁ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ: ମୁଖ୍ୟମନ୍ତ୍ରୀ

    ମହିଳାଙ୍କ ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିବ କଂଗ୍ରେସ

    ମହିଳାଙ୍କ ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିବ କଂଗ୍ରେସ

    ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

    ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

    ଭିସୁଟ୍‌ରେ ୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

    ଭିସୁଟ୍‌ରେ ୧୦୦  ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

    ବସ୍‌ ଓଲଟି ଜଣଙ୍କର ମୃତ୍ୟୁ, ୫ ଜଣ ଗୁରୁତର

    ବସ୍‌ ଓଲଟି ଜଣଙ୍କର ମୃତ୍ୟୁ, ୫ ଜଣ ଗୁରୁତର

    ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

    ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା