
ଭୁବନେଶ୍ୱର:ପୂର୍ବ ସରକାରଙ୍କ ଆଳୁ ମିଶନ ଫେଲ ମାରିଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି । ବୁଧବାର ବିଧାନସଭାରେ ଏହା କହିଛନ୍ତି ଶ୍ରୀ ସିଂହଦେଓ ।
ଏହାଛଡ଼ା ସେ କହିଛନ୍ତି ଯେ ଓଡ଼ିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ କରୁଛି । ଓଡ଼ିଶାରେ ଆଳୁ ଉପôାଦନ କରି ଅନ୍ୟ ଉପରେ ନିର୍ଭରଶୀଳ ନହେବାକୁ ରାଜ୍ୟ ସରକାର ବଦ୍ଧ ପରିକର । କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହଦେଓ ଏହା କହିଛନ୍ତି ।



