ପ୍ରକଳ୍ପ ଅଛି କିନ୍ତୁ ପିଲାଙ୍କ ପରିସ୍ରା ଠାରୁ କମ ଆସୁଛି ପାଣି:ତାରା

ଭୁବନେଶ୍ୱର: ବିଧାନସଭାରେ ବୋରିଗୁମ୍ମାରେ ୨୦୧୬ ଓ ୧୭ ଜଳ ପ୍ରକଳ୍ପ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ପ୍ରକଳ୍ପ ଅଛି କିନ୍ତୁ ପିଲାଙ୍କ ପରିସ୍ରା ଠାରୁ କମ ଆସୁଛି ପାଣି କିନ୍ତୁ ଆଜି ଯାଏଁ ସରିନି ପ୍ରକଳ୍ୁ କାମ । ୯୮ ପ୍ରତିଶତ ବିଲ ନେଇ ସାରିଛି ଠିକାଦାର କମ୍ଫାନୀ ।
କିନ୍ତୁ କାମ ଶୂନ୍ୟ ଏବେ ଯାଏଁ କମ୍ଫାନୀ ବିରୋଧରେ କୌଣସି ଆକ୍ସନ ନିଆଯାଉନାହିଁ ତାହା ବର୍ତ୍ତମାନ ଚିନ୍ତା ଜନକ ବିଷୟ । ଏହି ପ୍ରଶ୍ନର ଉତ୍ତର ରଖି ପଂଚାୟତରାଜମନ୍ତ୍ରୀ କହିଛନ୍ତି ବହୁତ କମ ସମୟ ମଧ୍ୟରେ ବୋରିଗୁମ୍ମା ବ୍ଲକରେ ଠିକାଦାର କମ୍ଫାନୀ କାମ କରିଥିଲେ । ଏହି କାମର ବର୍ତ୍ତମାନ ସୁଦ୍ଧା କଣ ରହିଛି ପରିମାଣ ତାହା ଏହି ମାସର ଶେଷ ସୁଦ୍ଧା ନିଷ୍ପତ୍ତି ନିଆଯିବ। କାମରେ ଭୁଲ ଥିଲେ ତାହା ଉପରେ କାଯ୍ୟାନୁଷ୍ଠାନ ନିଆଯିବ ।

  • Related Posts

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ଝାରସୁଗୁଡା: ଝାରସୁଗୁଡା ସହରର ବୃନ୍ଦାବନ କଲୋନୀ ରାସ୍ତାରେ ଶନିବାର ଏକ ଘରୋଇ ବସ୍‌ରେ ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଜଳି ଯାଇଛି । ବସ୍‌ରେ କେହି ନ ଥିବାରୁ ବିଶେଷ କ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି…

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ନୂଆପଡ଼ :ଟ୍ରକ ଧକ୍କାରେ ଚାଲିଗଲା ମାମୁ ଓ ଭଣଜାଙ୍କ ଜୀବନ । ନୂଆପଡ଼ା ଜାତୀୟ ରାଜପଥ ୩୫୩ କ୍ରିଷ୍ଣା ଛକ ସ୍ଥିତ ତେତେଲବନ୍ଧ ନିକଟରେ ଘଟିଛି ଦୁର୍ଘଟଣା । ମୃତକ କୋମନା ଥାନା ଖଇରଭାଡ଼ି ଗାଁର ପ୍ରେମ ମାଝୀ ଓ ଖୁଟଲୁ…

    Leave a Reply

    Your email address will not be published. Required fields are marked *

    You Missed

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨  ମୃତ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ  ସୁଭଦ୍ରା