୩ ବର୍ଷରେ ୨୩୩ ଦାଦନଙ୍କ ମୃତୁ୍ୟ

ଭୁବନେଶ୍ୱର: ବାହାର ରାଜ୍ୟକୁ ଯାଇ ଗତ ୩ ବର୍ଷରେ ୨୩୩ଜଣ ଦାଦଦଙ୍କ ମୃତୁ୍ୟ ହୋଇଛି । ମଙ୍ଗଳବାର ବିଧାନସଭାରେ ଶ୍ରମମନ୍ତ୍ରୀ ଗଶେଶରାମ ସିଂ ଖୁଣ୍ଟିଆ ଲିଖିତ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ଗଞ୍ଜାମରେ ସର୍ବାଧିକ ମୃତୁ୍ୟ ସଂଖ୍ୟା ୪୩ ଥିବାବେଳେ ବଲାଙ୍ଗୀରରେ ମୃତୁ୍ୟ ସଂଖ୍ୟା ୨୬ ରହିଛି । ମୋଟ ୨୩୩ ମଧ୍ୟରୁ ୧୯୯ ମୃତଦେହ ଓଡ଼ିଶା ଫେରିଛି ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

  • Related Posts

    ରାଜଧାନୀରେ ଘରୋଇ ହସ୍ପିଟାଲରେ ଡ୍ୟୁଟି ସମୟରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ

    ଭୁବନେଶ୍ଵର:ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଡ୍ୟୁଟି ସମୟରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ଘଟିଛି ଏହି ଅଭାବନୀୟ ଘଟଣା। ହସ୍ପିଟାଲ ବାଥରୁମ୍ ଭିତରୁ ମିଳିଛି ମୃତଦେହ।…

    ଏ.ଜି. ଛକରେ ସିରିଜ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଚାଳକ, ଯାତ୍ରୀ ଗୁରୁତର

    ଭୁବନେଶ୍ଵର:ରାଜଧାନୀର ଏ.ଜି. ଛକରେ ସିରିଜ ଦୁର୍ଘଟଣା। କାରକୁ ପିଟିଲା ହାଇୱା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ କାର ଗାଡ଼ି ଚାଳକ ଓ ଯାତ୍ରୀ। ହାଇୱା ଟ୍ରକ୍ ଟି ରାଜମହଲରୁ କଲ୍ପନା ଆଡ଼କୁ ଯାଉଥିବା ବେଳେ କାରଟି ବିମାନ ବନ୍ଦରରୁ ତ୍ରିଶୂଳିଆ ଅଭିମୁଖେ ଯାଉଥିଲା।…

    Leave a Reply

    Your email address will not be published. Required fields are marked *

    You Missed

    ରାଜଧାନୀରେ ଘରୋଇ ହସ୍ପିଟାଲରେ ଡ୍ୟୁଟି ସମୟରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ

    ଏ.ଜି. ଛକରେ ସିରିଜ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଚାଳକ, ଯାତ୍ରୀ ଗୁରୁତର

    ୪୪ ହଜାର ଶିକ୍ଷକ ପଦବୀ ପୂରଣ ନିଷ୍ପତ୍ତି ପ୍ରତ୍ୟାହାର

    ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ତୃତୀୟ କିସ୍ତି

    ୧୨ରୁ ରାଜ୍ୟବ୍ୟାପୀ କୃମିନାଶକ ଔଷଧ ଓ ଭିଟାମିନ-ଏ ଅଭିଯାନ

    ୨୫ ତାରିଖ ସୁଦ୍ଧା ରାଜ୍ୟରେ ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନ