
ନୂଆପଡା: ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଛନ୍ତି। ଚତୁର୍ଥ ରାଉଣ୍ଡ ସୁଦ୍ଧା ୧୨ ହଜାର ୮୧୫ ଭୋଟ୍ରେ ଆଗୁଆ ରହିଛନ୍ତି। ଚତୁର୍ଥ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୮୯୦୩ ଭୋଟ୍ ମିଳିଛି। ଦ୍ଵିତୀୟ ସ୍ଥାନରେ କଂଗ୍ରେସର ଘାସିରାମଙ୍କୁ ୬୦୮୮ ଭୋଟ୍ ମିଳିଥିବାବେଳେ ତୃତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୫୩୨୦ ଭୋଟ୍ ମିଳିଛି।




