୫ରୁ କାର୍ୟ୍ୟକ୍ଷମ ହେବ ନୂଆ ୫୭ ସବ୍-ରେଜିଷ୍ଟ୍ରାର ଅଫିସ୍

ଭୁବନେଶ୍ଵର: ରାଜ୍ୟରେ କାର୍ୟ୍ୟକ୍ଷମ ହେବ ୫୭ଟି ସବ୍-ରେଜିଷ୍ଟ୍ରାର ଅଫିସ ବା ଉପନିବନ୍ଧନ କାର୍ୟ୍ୟାଳୟ। ଫେବୃୟାରୀ ୫ରୁ ହେବ କାର୍ୟ୍ୟକ୍ଷମ। ଜମି କିଣା-ବିକା ଏବଂ ପଞ୍ଜୀକରଣରେ ହେବ ସୁବିଧା। ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ଏବେ ୩୨୨ଟି ସବ୍-ରେଜିଷ୍ଟ୍ରାର ଅଫିସ ରହିଛି। ଆଗକୁ ଆହୁରି ସବ୍-ରେଜିଷ୍ଟ୍ରାର ଅଫିସ କାର୍ୟ୍ୟକ୍ଷମ ହେବା ପରେ ଜମି କିଣା-ବିକା ପଞ୍ଜୀକରଣରେ ଆହୁରି ସୁବିଧା ହେବ।

  • Related Posts

    ଚିଲିକା ମଝିରେ ଅଟକିଲା ଡଙ୍ଗା

    କୃଷ୍ଣପ୍ରସାଦ:ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା- ଜହ୍ନିକୁଦା ଚିଲିକା ମଝିରେ ଘଟିଛି ଅଘଟଣ। ବୁଧବାର ସକାଳ ୭ଟାରେ ଏକ ଯାତ୍ରୀବାହୀ ଡ଼ଙ୍ଗା ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଏବଂ ୨୫ ମୋଟର ସାଇକେଲ ନେଇ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାତ୍ରା କରିଥିଲା। ତେବେ…

    Continue reading
    ଲଘୁଚାପ ଆଣିବ ବଡ଼ ବର୍ଷା, ଉପକୂଳରେ ପ୍ରବଳ କାଚିବ

    ଭୁବନେଶ୍ୱର; ପାର୍ବଣକୁ ପାଣିଚିଆ କରିପାରେ  ବର୍ଷା । ଏ ସମ୍ଭାବନାକୁ ଆହୁରି ବଢ଼ାଇ ଦେଇଛି ୟୁରୋପୀୟ ମଡେଲ୍‌ ଇସିଏମଡବ୍ୟୁଏଫର ତାଜା ପୂର୍ବାନୁମାନ । ଏହି ମଡେଲ୍‌ ଅନୁସାରେ ସମ୍ଭାବ୍ୟ  ଲଘୁଚାପ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ହୋଇପାରେ । ଗଭୀର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ