
ଭୁବନେଶ୍ୱର: ରାଜ୍ୟର ୩୦ଟି ଜିଲ୍ଲାରେ ହେବ ଏମଏସଏମଇ ଇ-ପାର୍କ। ଏ ନେଇ ଗୃହରେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଏହା ୧୪ ଜିଲ୍ଲାରେ ଶେଷ ହୋଇଛି। ଏପ୍ରିଲ ମାସରେ ଆହୁରି ୪ରୁ ୫ଟି ପାର୍କ କାର୍ୟ୍ୟ ସମାପ୍ତ ହେବ।
ଅନ୍ୟପକ୍ଷେ, ଏପ୍ରିଲ ମାସରେ ଆହୁରି ୪ରୁ ୫ଟି ପାର୍କ କାର୍ୟ୍ୟ ସମାପ୍ତ ହେବ। ଇ-ପାର୍କ ପାଇଁ ସ୍ଥାନୀୟ ଭେଣ୍ଡରଙ୍କୁ ୪୦ରୁ ୫୦% ଜମି ଯୋଗାଇ ଦିଆଯିବ।



